STORYMIRROR

Saroj Kumar Jena

Inspirational

3  

Saroj Kumar Jena

Inspirational

ବୀର କନ୍ୟା ବଳାଙ୍ଗୀ

ବୀର କନ୍ୟା ବଳାଙ୍ଗୀ

1 min
197

ଅରାଟ ମୋ ମାଟି ରକ୍ତ ଯାଏ ତାତି

    ନାମ ତାର ଧରୁ ଧରୁ ,

ତନୁଜା ବଳାଙ୍ଗୀ ସୁତ ପରି ଭଙ୍ଗୀ

    ଦେଇଥିଲା ତଡ଼ି ଶତ୍ରୁ ।୧।

ହୋଇ ରାଜ ସୁତା ରଖିଗଲା ଗାଥା

     କାଟିଲା ଶତୃଙ୍କ ଶିର ,

ମରହଟ୍ଟା ଜାତି ନପାରିଲା ଜିତି

    ଗଡ଼ ନରସିଂହପୁର ।।୨।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational