STORYMIRROR

JASBIN *SABAR *

Inspirational Others Children

3  

JASBIN *SABAR *

Inspirational Others Children

ବିଦ୍ୟାଳୟରେ ଶୀତ କାଳରେ ଅଦ୍

ବିଦ୍ୟାଳୟରେ ଶୀତ କାଳରେ ଅଦ୍

1 min
131


  *ବିଦ୍ୟାଳୟରେ ଶୀତକାରେ କାଷ୍ଠାସନର {ବେଞ୍ଚର} ଉପରେ ବସିବାକୁ ଯାଇ ନିତମ୍ବ–ଦେଶରେ ଥଣ୍ଡା ଅନୁଭୂତି ହେବାରୁ ବାଳକ ଅନ୍ୟାନ୍ୟ ବାଳକଙ୍କୁ ଗାତ୍ରବସ୍ତ୍ର ବେଞ୍ଚର ଉପରେ ବିସ୍ତାର ପୂର୍ବକ ଉପବେଶନ କରିବାକୁ ଅନୁରୋଧ କରିଲେ । ଅନ୍ୟ ବାଳକମାନେ ସମ୍ମତ ହେଲେ ନାହିଁ । ସେତେବେଳେ ସେ ନିଜର କୋଡ଼ିଏ–ପଚିଶ ଟଙ୍କାର ଗୋଟିଏ ଉତ୍ତମ ଗାତ୍ରବସ୍ତ୍ର କାଟି ଲମ୍ବାଲମ୍ବି ଖଣ୍ଡ ପ୍ରସ୍ତୁତ କରି ସମସ୍ତଙ୍କ ବେଞ୍ଚ ଉପରେ ବିଛାଇ ଦେଇ ସେମାନଙ୍କର ଉପବେଶନର ସୁବିଧା କରିଦେଲେ । ଗୃହ ପ୍ରତ୍ୟାଗତ ହେବାରେ ଜନନୀ ପଚାରିବାରୁ ସତ୍ୟ କଥା କହିଦେଲେ । ସେଥିରେ ଜନନୀ ଅତ୍ୟନ୍ତ ଭର୍ତ୍ସନା କରିଲେ । ସେତେବେଳେ ସେ ବିଦ୍ୟାଳୟରୁ ସେହି ଖଣ୍ଡ–ସମୂହ ଆନୟନପୂର୍ବକ ଜନନୀଙ୍କୁ ପ୍ରଦାନ କରିଲେ ଏବଂ କହିଲେ— “ପିଲାଙ୍କର ଥଣ୍ଡାରେ ବସିବାକୁ ବଡ଼ କଷ୍ଟ ହେଉଥିଲା ସେଥିପାଇଁ ଏହି ଲୁଗା କାଟି ବେଞ୍ଚ ଉପରେ ବିଛାଇ ଦେଇଥିଲି ।" ସମସ୍ତେ ଶ୍ରବଣ କରି ଅବାକ୍ ହୋଇଗଲେ ।•*



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational