Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Ashis Kumar Swain

Abstract

5.0  

Ashis Kumar Swain

Abstract

ଭୟ

ଭୟ

1 min
599


ମନର ଦୁର୍ବଳତା ହିଁ ସୃଷ୍ଟି କରେ ଭୟ । ମର୍ତ୍ତ୍ୟର ବୈକୁଣ୍ଠରେ ଯୋଜନା ଭିତ୍ତିକ ଏକ ବଣଭୋଜିଟିଏ କଲୁ । ଉକ୍ତ ଭୋଜିରେ ଏକ ବନ୍ଧୁଟିର ଅନୁସନ୍ଧାନ କରିବା ସହ ବହୁତ ସମୟ ମଧ୍ୟ ବିତେଇଲି । ଦିନକୁ ଦିନ ବନ୍ଧୁତ୍ୱର ଅନାବିଳ ପ୍ରେମ ବନ୍ଧନ ବଢ଼ିବାକୁ ଲାଗିଲା । ଦୁରଭାଷ ଓ ସାକ୍ଷାତ୍ ମଧ୍ୟ ହେଉଥିଲା । ମୁହୂର୍ତ୍ତେ ବନ୍ଧୁ ବିନା ଏକା ବିତେଇବା କଷ୍ଟସାଧ୍ୟ ହୋଇପଡୁଥିଲା । ହୃଦୟର ସ୍ପନ୍ଦନ ରୂପେ ଭଲ ପାଇଯାଇଥାଏ ମୁଁ ମୋର ବନ୍ଧୁଙ୍କୁ । ବନ୍ଧୁ ଯାହା କହିଲେ ବି ମଥା ପାତି ସହିଯାଉଥାଏ । କାରଣ ମନରେ ଭୟ ଥାଏ କିଛି କହିଲେ ମୋର ବନ୍ଧୁ ମୋତେ ଛାଡ଼ି ଦେବେକି ? କଥା ହେବେନିକି ? ଏ ଯାବତ୍ ଯାହାକି ଜୀବନ ରଙ୍ଗମଞ୍ଚରେ ସବୁଠାରୁ ବଡ଼ ଭୟ ରୂପେ ମୁଣ୍ଡ ଟେକି ଠିଆ ହୋଇଛି ।


Rate this content
Log in

More oriya story from Ashis Kumar Swain

Similar oriya story from Abstract