The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Aminilu Ray

Abstract

2  

Aminilu Ray

Abstract

ଭରା ନଈ

ଭରା ନଈ

1 min
461


 ଚିଠି ପାଇଲା ପରଠାରୁ ଖୁସିରେ ପାଦ ତଳେ ଲାଗୁନଥିଲା ସାବୀର । ଉଛୁଳା ନଈଟିଏ ହୋଇ ଦୁଇ କୂଳକୁ ଲଙ୍ଘିଯିବାକୁ ଇଛା କରୁଥିଲା ସେ ଯେମିତି । ତା କାନରେ କିଏ ଯେମିତି କହିଦେଉଥିଲା – “ସେ ଆଉ ଶୁଖିଲା ଝରଣା ନୁହେଁ, ସେ ଏକ ଭରା ନଈ । ଆଉ ତା’ର ଦୁଃଖ କ’ଣ ? ଏତେ ଦିନ ପରେ ଶାମୁକା ଭିତରୁ ମୁକ୍ତାଟିଏ ପାଇଲା ପରି ତାକୁ ଅନୁଭବ ହେଉଥିଲା ବାରମ୍ବାର । ଭୋକଶୋଷ ସାଙ୍ଗକୁ ରାତିରେ ନିଦ ନଥିଲା ବିଚାରିକୁ । ସଦାବେଳେ ଖାଲି ସୁରୁଜାର ମୁହଁ ତାକୁ ଦିଶୁଥିଲା । ସେଥିପାଇଁ କୈାଣସି କାମରେ ଆଦଂ ମନଲାଗୁ ନଥିଲା । କେଉଁଦିନୁ କାନ୍ଥରେ ଝୁଲୁଥିବା ପାରିବାରିକ ଫୋଟୋରୁ ସୁରୁଜାକୁ ଦେଖି, ମନେ ମନେ ଲାଜେଇଯାଇ, ମୁରୁକି ମୁରୁକି ହସୁଥିଲାବେଳେ, ତା’ର ଫେରନ୍ତା ବାଟକୁ ସତରେ ଚାତକିନୀ ପରି ଚାହିଁ ରହିଥଲା ସେ ଯେମିତି ।


Rate this content
Log in

More oriya story from Aminilu Ray

Similar oriya story from Abstract