SACHALA GURU

Inspirational

4.5  

SACHALA GURU

Inspirational

ଭକ୍ତର ଭଗବାନ ଭବସାଗରରୁ ଉଦ୍ଧାର

ଭକ୍ତର ଭଗବାନ ଭବସାଗରରୁ ଉଦ୍ଧାର

1 min
298


  •     ସଂସାର ରୂପକ ସାଗର ରୁ ପାରିହେବାକୁ ହେଲେ ଆମ୍ଭେ ଭଗବାନ ଙ୍କର ଆଶ୍ରିତ ହୋଇଥାଉ ! ଯେପରି ଗୋଟିଏ ବୃକ୍ଷ ର ସାହାରା ରେ ଲତା ଟିଏ ମାଡି ଚାଲିଥାଏ ! ତେଣୁ କୁହାଯାଇଛି ଭଗବାନ ଭକ୍ତ ର ! 
  •     କନକ ପୁର ବୋଲି ଏକ ଗ୍ରାମ ଥିଲା ! ସେହି ଗ୍ରାମ ରେ ପ୍ରଭାକର ଦାସ ବାସ କରୁଥିଲେ ! ତାଙ୍କର ଦୁଇଟି ଝିଅ ଥିଲା ! ବଡ ନାମ ଲଷ୍ମୀପ୍ରିୟା ଏବଂ ସାନ ହରିପ୍ରିୟା ! କିନ୍ତୁ ଲଷ୍ମୀପ୍ରିୟା ଅତୀବ ଧର୍ମ ପରାୟଣାଓଭକ୍ତିମତୀ 
  • ଥିଲା ! ସେ ସବୁବେଳେ ଭଗବାନ କୁ ପ୍ରାର୍ଥନା କରୁଥଲା !
  • ପିତା ମାତା ଓ ଗୁରୁଜନ ମାନଙ୍କୁ ଭକ୍ତି ଓ ସନ୍ନମାନ କରୁଥିଲା ! ତାର ହୃଦୟ ଆତ୍ମାରେ ସଦାସର୍ବଦା ସକାରାତ୍ମକ ମନୋଭାବ ଜାଗ୍ରତ ହେଉଥିଲା ! ସେ ସକାଳ ଓ ସନ୍ଧ୍ୟାରେ ନିଷ୍ଠାର ସହିତ ଠାକୁରଙ୍କୁ ପୂଜା କରୁଥିଲା ! ଲଷ୍ମୀପ୍ରିୟା ସେହି ସମୟ ଭିତରେ ପାଠ ପଢା ସାରି ଦେଇଥିଲା ! ଶେଷରେ ଏକ ଭଲ ଗାୟିକା ଓ ଉଚ୍ଚବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେନିଯୁକ୍ତି ପାଇଥିଲା !
  •      ସେ ସଦାସର୍ବଦା ଭଗବାନ ଙ୍କ ନାମ ଜପ କରୁଥିବାରୁ ତାର ଶରୀରରେ ଥିବା ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଦୂରୀଭୂତ ହୋଇଯାଉଥିଲା ! ସେଥିପାଇଁ ସେ ଏକ ଧର୍ମପରାୟ ବ୍ୟକ୍ତି କୁ ବିବାହ କରିଥିଲା ! ସେ ରୋଷେଇ କଲାବେଳେ ଭଗବାନଙ୍କ ନାମ କରୁଥିଲା ଖାଦ୍ୟ କୈବଲ୍ୟ ରେ ପରିଣତ ହେଉଥିଲା ! ଲଷ୍ମୀପ୍ରିୟା ଭଗବାନ ଙ୍କ ନାମକୁ ଏତେ ଦ୍ରୁଢୀଭୁତ କଲା ଯେ ତାହାର ଉପସ୍ଥିତ ବୁଦ୍ଧି ପ୍ରଖର ହୋଇଉଠିଲା ! ଯାହା ଫଳରେ ସେ ପ୍ରଭୁ ଙ୍କ ଭାବ ଭାବନା କୁ ଭଜନ କୀର୍ତନ ରେ ପ୍ରକଟ କରିପାରିଥିଲା !ଶେଷରେ ସେ ଭଗବାନ ଙ୍କ ଦର୍ଶନ ଲାଭ କରିପାଇଥିଲା !ସେ ସେଥିପାଇଁ କୁହା -ଯାଇଛି ଭକ୍ତ ର ଭଗବାନ !


           



Rate this content
Log in

Similar oriya story from Inspirational