Aminilu Ray

Abstract

1  

Aminilu Ray

Abstract

ଅସରନ୍ତି ସ୍ୱପ୍ନ

ଅସରନ୍ତି ସ୍ୱପ୍ନ

1 min
599



ମନରେ ଅସରନ୍ତି ସ୍ୱପ୍ନର ଜୁଆର । ରାତି ପାହିଲେ ନୂଆ ବର୍ଷ । ହେଲେ ଏ ନିଆଁଲଗା ଆଖିକୁ ନିଦ ଆସୁନି କି ରାତି ପାହୁନି । ମନେ ମନେ ଭାରି ବିରକ୍ତ ହେଉଥିଲା ଉଷା । ବେଡ୍ରୁ ଯାଇ ଘଂଟା ଦେଖିଲା, ଗୋଟାଏ ବାଜିଛି । ଓଃ, ଆଉ ଏତେ ସମୟ ବାକି ? ଝରକା ଖୋଲି ଦେଖେ ତ ବାହାରେ କିଟିମିଟି ଅନ୍ଧାର । ଝର୍କା ଖୋଲୁ ଖୋଲୁ ହଠାତ୍ ଝଲ୍କାଏ ଶୀତୁଆ ପବନ ସୁ... ସୁ... ହୋଇ ପଶି ଆସିଲା ରୁମ୍ ଭିତରକୁ । ଚମ୍କି ପଡିଲା ସେ । ଭୟରେ ଦେହ ଶୀତେଇ ଉଠିଲା ତା’ର । ବାହାରେ କିଟିମିଟି ଅନ୍ଧାରକୁ ମେଘାଛନ୍ନ ଆକାଶ । ପୁ’ଣି ଗୋଟେ ଗୋଟେ ଯାଗାରେ, ସ୍ଟ୍ରିଟ୍ ଲାଇଟ୍ ତଳେ, ବୁଲା କୁକୁରଗୁଡାକ ଭୋ ଭୋ ହୋଇ ଏପଟ ସେପଟ ହେଉଥାନ୍ତି । ବହୁ ଦୂରରୁ ଆତସବାଜିର ଶବ୍ଦ ଭାସିଆସୁଥାଏ । ଚେୟାର୍ ଉପରେ ଥମ୍କରି ବସିପଡିଲା ସେ । ଡାଏରୀ ଖୋଲି ଗୋଲାପି ରଙ୍ଗର ଲଫାପା ଭିତରୁ ଗ୍ରୀଟିଙ୍ଗ୍ସ୍ଟିକୁ ବାହାର କରି ଆଉ ଥରେ ମନଭରି ଦେଖିବାକୁ ଲାଗିଲା ।

                                               


Rate this content
Log in

Similar oriya story from Abstract