Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

padmaja pati

Abstract

1  

padmaja pati

Abstract

ଅସଲ ବନ୍ଧୁତା

ଅସଲ ବନ୍ଧୁତା

1 min
500


ଆସିଛି ନୂଆ ବର୍ଷ l ବାପାଙ୍କ ମୋବାଇଲରୁ ସବୁ ସାଙ୍ଗମାନଙ୍କୁ ଶୁଭେଚ୍ଛା ଜଣାଇଛି ରିଙ୍କି l ହେଲେ ପିଙ୍କି ବାପା ଙ୍କ ଫୋନ ନ ଲାଗିବାରୁ ତାକୁ ବ୍ୟସ୍ତ ଲାଗୁଛି l ବୋଉ ତା 'ର ମନ କଥା ବୁଝିପରି କହିଲେ, " କାଲି ତ ସ୍କୁଲ ଖୋଲିବ l ଏତେ ବ୍ୟସ୍ତ କାହିଁକି? ସେ ସ୍କୁଲ ଆସିଲେ ସବୁ ଜଣା ପଡିବ l ନ ହେଲେ ତାଙ୍କ ଘର ପାଖ ପିଲାଙ୍କୁ ପଚାରିବୁ l

ତଥାପି ମନ ବୁଝୁ ନ ଥିଲା ରିଙ୍କିର l ନିରୁପାୟ ହୋଇ ସେ ଭାଇ ସହିତ ପିଙ୍କି ଘରକୁ ଗଲା l ସେ ଦୁହିଁଙ୍କ ଘର ଭିତରେ ଦୂରତା ମାତ୍ର ପାଞ୍ଚ କିଲୋମିଟର l ରିଙ୍କି ଓ ତା 'ର ଭାଇ ଅଧା ଘଣ୍ଟା ମଧ୍ୟରେ ପହଞ୍ଚିଗଲେ l ପିଙ୍କି ମାଆଙ୍କୁ ରୋଷେଇ କାମରେ ସାହାଯ୍ୟ କରୁଥିବାର ରିଙ୍କି ଦେଖି ଆଶ୍ଚର୍ଯ୍ୟ ହୋଇଗଲା l ପିଙ୍କିର ବାପା ବ୍ୟବସାୟ କାମରେ ଦୂରକୁ ଯାଇଥିବାରୁ ଫୋନ ଲାଗୁ ନ ଥିଲା l

ପିଙ୍କି ଭାରି ଖୁସି ହେଲା ରିଙ୍କିକୁ ଦେଖି l ରିଙ୍କି ମଧ୍ୟ ପାଠପଢା ସହ ଘରର ସବୁ କାମରେ ବାପା ଓ ବୋଉଙ୍କୁ ସାହାଯ୍ୟ କରବା ପାଇଁ ମନେ ମନେ ଆଶ୍ଚର୍ଯ୍ୟ ନେଲା l


Rate this content
Log in

More oriya story from padmaja pati

Similar oriya story from Abstract