Ashis Kumar Swain

Inspirational

5.0  

Ashis Kumar Swain

Inspirational

ଅନୁପ୍ରେରିତ

ଅନୁପ୍ରେରିତ

1 min
448


ଯେତେବେଳେ ମୁଁ ସଂସାରରେ ଭୂମିଷ୍ଠ ହେଲି । ଦୁନିଆଁର ରିତିନୀତି ବିଷୟରେ ଜାଣିଲି । ଖାଲଢିପ ମାର୍ଗ ଅତିକ୍ରମ କରି କିଛି ଗୁଡ଼ିଏ ଶିକ୍ଷା ମୁଁ ସାଉଁଟି ପାରିଲି । ପିଲାଟିବେଳୁ ମୁଁ ଦେଖି ଆସିଛି । ବାପା କାଗଜ ଓ କଲମ ର ବନ୍ଧୁ ଥିଲେ । ତାଙ୍କର ମାନବିକତା ,ନିରପେକ୍ଷତା , ମହତ୍ତ୍ଵ ଗୁଣ ଓ ଉଚ୍ଚକୋଟୀର ଲେଖାକୁ ସମସ୍ତେ ସମ୍ମାନ ଓ ପ୍ରଶଂସିତ କରୁଥିଲେ । ଏହା ଦେଖି ତାଙ୍କ ଆଦର୍ଶରେ ଅନୁପ୍ରେରିତ ହେଲି। ଜୀବନରେ ମୋର ଦୁର୍ବଳତା ବଢିଲା ସାହିତ୍ୟକ୍ଷେତ୍ରରେ ସମାଜରେ ପ୍ରତିଷ୍ଠିତ ହେବା ପାଇଁ । ମୋର ଜୀବନ୍ତ ଠାକୁର ମୋର ବାପା ଙ୍କ ଠାରୁ ସୁସ୍ପଷ୍ଟ ଓ କବିତା ସଂଯୋଜନାର ତରିକା ଶିକ୍ଷା କଲି । ଜୀବନ ଯୁଦ୍ଧରେ ଏଯାବତ୍ ମୁଁ ବିଭିନ୍ନ ଗଦ୍ୟ ସାହିତ୍ୟ , ପଦ୍ୟ ସାହିତ୍ୟ ଓ ଗଳ୍ପ ଲେଖି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ପ୍ରୟାସ କରୁଛି ।


Rate this content
Log in

Similar oriya story from Inspirational