STORYMIRROR

Tosarani sahu

Inspirational Others

3  

Tosarani sahu

Inspirational Others

ଅକୁହା କୋହ

ଅକୁହା କୋହ

1 min
194

କହିବାକୁ ଅଛି ଅନେକ କଥା ,

କିନ୍ତୁ ଶୁଣିବା ପାଇଁ କେହି ସାଥି ଟିଏ ନାହିଁ

ଯାହା ଅଛି ମୋ ମନର କୋହ

କିଏ ଥରେ ଶୁଣିବାକୁ ନାହିଁ ,

ମାଆ କହେ ତୁ ଦୁହିତା ,

ବାପା କହନ୍ତି ତୁ ଅନ୍ୟ ଘରର ବୋହୂ

ଶାଶୁ କହୁଛନ୍ତି ଏଇଟା ତୋର ମାଆ ଘର ନାହିଁ

ତୋ ଇଚ୍ଛା ରେ କାମ କରିବୁ,

ମୋ ନିଜସ୍ୱ ଘର କୋଉଠା ମୁଁ ଜାଣି ପାରେ କି?

ଏ ଦୁହିତା ର ଉତ୍ତର କିଏ ଦବ !


Rate this content
Log in

Similar oriya story from Inspirational