PRABHAS KUMAR MOHAPATRA

Drama

4  

PRABHAS KUMAR MOHAPATRA

Drama

ଅହଃ କି ଶାନ୍ତି

ଅହଃ କି ଶାନ୍ତି

3 mins
348


ରାହୁଲ - (ସକାଳୁ ଉଠି ଝାଡା ଯିବ) ଆଉ ପାଇଖାନାରେ ବସି ଖାଲି ପାଡିବ.....


ଓହଃ କି ଶାନ୍ତି... ପେଟଟା ପୁରା ଖାଲି ହେଇଗଲା.... କିନ୍ତୁ କଣ କରିବି ମୋର ତୋ ଗୋଟେ ଦୋଷ... ହେଇ ଆସିଲା ଆସିଲା ଆସିଲା... (ପାଡିବ) ଓହଃ ମିସାଇଲ ଟା ବାହାରିଗଲା ଯେତେ ପେଟ ଖାଲି କଲେ କଣ ହବ କିନ୍ତୁ ଏ ବାୟୁ ଦୋଷ ଟା ତୋ ମୋର ପିଲାଟି ଦିନରୁ ଯାଉନି ଆଉ.....l

ଅହଃ ଗୋଟେ ବଡ଼ tenson ଗଲା ପୁଣି ପାଡିବ..

ପାଇଖାନାରେ (ଗୋଟେ ବାଲ୍ଟି ଜାଗାରେ )2ବାଲ୍ଟି ପାଣି ଢାଳିବ....


ରାହୁଲ - (ଗାଧେଇବ )sawar ଲଗେଇ - ଗୀତ ଗାଇବ - ଟିପି ଟିପି ବର୍ଷା ପାନୀ ପାନୀ ମେ ଆଗ ଲଗାନି

(ତା ଗାମୁଛା ଟା ଖସି ଯାଉ ଥିବ )


ସେ କହିବ ଏ ସେମିତି ଜମାରୁ ହେନି ମୋ ଧନଟା ପରା କାଇଁ ଏମିତି ହଉଛୁ କହିଲୁ ତୁ ଖସିଗଲେ ମୋ ଇଜତ ଟା ପଳେଇବ..


ଓହଃ କି ଶାନ୍ତି l sawar ରେ ଗାଧେଇଲେ ତ ଖାଲି କୁତୁ..

କୁତୁ...କୁତୁ.. କୁତୁ...ଲାଗୁଛି ଆଉ....


ମାନି - ଖାଲି ସାବୁନ /facewase)ରେ ଟେପ ରେ ପାଣି ଛାଡି ଖାଲି ମୁହଁ ଘଷି ବୁଲୁଥିବ l

ଗୀତ ବାଜିବ ( ତୋର କଞ୍ଚା ହଳଦୀ ମୁହାଣ୍ଟା ଗୋରିଲ ଝାଉଁଣି ପଡିଛି ) ନିତି ଫେସ wase ରେ ଗୋରିଲ ମୁହଁ ଖାଲି ଧଉଛି..


ଦେଖି ଦେଖି ମୋ ମୁହଁ ଟାକୁ ଟିକେ ଦେଖି o my god ମୋ ମୁହଁଟା ସଫା କଲା ପରେବି କାହିଁକି କେଜାଣି ଝାଉଁଳି ଯାଇଛି l ପୁଣି face wase ମାରିବ l


ଏବେ ମୁହଁଟା ମୋର ପୁରା ସଫା ନାଇଁ ମୋ କାଚ ତ! ଗୀତ ବାଜିବ ଜାନୁ ତମେ ଜଳୁଛ ଜଳୁଛ ଏତେ କାଇଁ ଜଳୁଛ l



ହନି - cricket ଖେଳିବେ ଆଉ Ball ଟା ଯାଇ water tap ରେ ବାଜି tap ଟା ଭାଙ୍ଗି ଯିବ l

ଫନି - ଆବେ ସାଙ୍ଗ tape ଟା ଭାଙ୍ଗି ଗଲା ବେ l

ହନି - ହଇରେ ଫନି ଏମିତି କାହିଁକି ହଉଛୁ ତୋ ଶଶୁର ନିଶ ଟା ଯେମିତି କିଏ ଉପାଡି ଦେଲାଆଉ...

ଫନି - ନାଇଁ ଯେ ପାଣି ବାହାରିବ ତ

ହନି - ତ ତ ତୋର ସେଇଠୁ କଣ ଗଲା l ତୋର କିଛି ଫାଟୁଛି ନା କଣ ଆବେ ମୁନ୍ସିପାଲଟି ବେଳେ ଆସି ଲଗେଇବନି କାଇଁ ଏମିତି ହଉଛୁ l ଯେମିତି ଆମ ଘର tape ଭାଙ୍ଗି ଯାଇଛି l ସରକାର କେ ମାଲ ଦରିଆ ମେ ଡାଲ l ଖାଲି ball ରେ ନୁହଁ ଏମିତି କେତେ tape କୁ ମୁଁ ହାତରେ ଗୋଡ଼ ରେ ଭଙ୍ଗୀ ଡେଇଁଛି l ଆଉ ଏବେ ସେ ଜାଗା ଗୁଡ଼ାକରେ ଖାଲି ନଦୀ ହିଁ ନଦୀ l

ଆବେ ball ପାକବେ...


ରାଧୁ - (କୁ ତା ମା କହିବ ) ଆରେ ରାଧୁ ଗଲୁ ଗଲୁ ପାଣି ନେଇ ଆସିବୁ l

ରାଧୁ - କି ପାଣି ସମସ୍ୟା ଆମର ଏ ଅଂଚଳରେ ନିଈତି 3 କିଲମିଟର ଚାଲି ପାଣି ଆଣିବାକୁ ପଡୁଛି l ହେ ଭଗବାନ କାଇଁ ଏମିତି ହଉଛ କହିଲ ଟିକେ ପାଣି ଦେଲେ ହୁଅନ୍ତାନି l ହଁ ତମର ତ ସ୍ୱର୍ଗ ପୁରରେ ପାଣିର ଅଭାବ ଥିବ ତୁମେ ମୋତେ ଦେବ କେମିତି l

(Water ପ୍ରଭୁ ଉଭା ହେବେ )

ନାଇଁ ବତ୍ସ୍ୟ ଏଥିରେ ମୋର ଜମାରୁ ଟିକେ, କି କାଣିଚାଏ ଭୁଲ ନାହିଁ l

ରାଧୁ -ତାହାଲେ କାହାର ଅଛି

ତୁମରି କିଛି ପିଲା ମାନଂକର ଯେଉଁ ମାନଙ୍କ ମାଇଁ ଏ ମାନବ ଜାତି ଭୋଗୁଛି l ଜଣେ ପାଇଖାନା ଯାଉଛି ସେ ଭିତର କଥା କହିଲେ ନ ସରେ ମୋ ବୋପାଲୋ କି ଗନ୍ଧ l ଏମିତି ପଡୁଛି ଯେ ମୋତେ ସ୍ଵର୍ଗରେ ବି ଶୁଆଇ ଦେଉନି l ତାର ଗୋଟେ ବାଲ୍ଟି ପାଣି ଦରକାର କିନ୍ତୁ ସେ ଦୁଇ ବାଲ୍ଟି ପାଣି ଢାଳୁଛି l ଆଉ କିଛି ଏମିତି ଝିଅ ଅଛନ୍ତି lଯେଉଁ ମାନେ ରମ୍ଭା ମେନକା ଠାରୁ ବି ଅଧିକ ସୁନ୍ଦରୀ ହେବା ପାଇଁ ଟେପ ଖୋଲି ମୁହଁ ଘସୁଛନ୍ତି ଯେ ଘସୁଛନ୍ତି... Iପାଣି ଏପଟେ ବହି ଚାଲିଛି lଆଉ କିଛି ବାଇଡଙ୍କ ମାନେ ନିତି କ୍ରିକେଟ ଖେଳି ଟେପ କୁ ଭାଙ୍ଗି ଦେଉଛନ୍ତି l ଯାହା ଫଳରେ ମଧୁର ଜଳ ସବୁ ନଷ୍ଟ ହଉଛି l ତେଣୁ ଖାଲି ତୁ ନୁହଁ ତୋ ପରି ଅନେକ ମଣିଷ ଖରା ଦିନ ଆସିଲେ ପାଣି ପାଇଁ ଲମ୍ବା ଲାଇନ ଲଗାଉଛନ୍ତି l ତାର କାରଣ ତୁମେ ସମସ୍ତେ ଯଦି ତୁମେ ମାନେ ସତର୍କ ନ ହୁଅ ତେବେ ମୁଁ ଅଭିଶାପ ଦେଇ ଯାଉଛି ଖୁବ କମ ଦିନରେ ଏ ପୃଥିବୀରେ ଆଉ ପାଣି ମିଳିବନି l

ରାଧୁ - ପ୍ରଭୁ କୁଆଡେ ଗଲ ଖାଲି ଟେନସନ ବଢ଼େଇ ଦେଇ ଗଲ l


ରାହୁଲ - ଗାଧେଇବାକୁ ଯିବ ପାଣି ଆସୁନି

ମାନି - face wase କରିବ ଆସୁନି

ହନି -କୁ ଶୋଷ ଲାଗିବ ପାଣି ଆସୁନି


ସମସ୍ତେ ଜଣେ ଜଣେ କରି କହିବେ ପାଣି ପାଣି ପାଣି l

ରାଧୁ - ପାଣି ଆଉ ମିଳିବନି ଏହା ତୁମର କର୍ମର ଫଳ l

ସମସ୍ତେ କହିବେ - କେମିତି

ରାଧୁ - ତୁମେ ଗୋଟେ ବାଲ୍ଟି ପାଣି ଦରକାର ପାଇଖାନା ପାଇଁ ତୁମେ ଦୁଇ ବାଟି ଢାଳୁଛ l ଆଉ ଏମିତି ଗାଧଉ ଛ ଯେ ତାର କିଛି ହିସାବ ନାହିଁ l

ଆଉ ଆପଣ ମାନେ ଖାଲି tape ଭାଙ୍ଗି ଚାଲିଛl

ଯାହାର ପରିଣାମ ଆଜି ଆମ ସମସ୍ତ ଙ୍କୁ ଭୋଗିବାକୁ ପାଫୁଛି l


ରାଧୁ ତୁ ଟିକେ ଭଗବନ ଙ୍କୁ କହ ନା ଆମେ ସେମିତି ଭୁଲ ଆଉ ଜମାରୁ କରିବୁନି l ଏଇ ଥର ଟିକେ water supply କରିଦିଅନ୍ତୁ l

ରାଧୁ - ହଉ l( ଆଖି ବନ୍ଦ କରି ଡ଼ାକିବ ପ୍ରଭୁ ଏଇ ନଂଶେନଷ ଇଡିଏଟ ଗୁଡାକୁ ଏଇ ଥର ଛାଡି ଦିଅନ୍ତୁ l

ପ୍ରଭୁ - ହଉ but next time ନୁହଁ l

ରାଧୁ - ଆଜ୍ଞା ପ୍ରଭୁ l

ଆରେ ପାଣି ଆସି ଗାଲରେ


Thank u ରାଧୁ ତୁ ପୁରା ସ୍ୱର୍ଗ କୁ mail କରିଦେଲୁ l ପାଣି ଆସିଗଲା l


ଆମେ ସମସ୍ତେ ଶପଥ କରୁଛୁ କେହି ପାଣି ନଷ୍ଟ କରିବୁନି l ଆପଣ ବି ଶପଥ କରନ୍ତୁ ପାଣି ନଷ୍ଟ କରିବେନି l

ଜଳ ହିଁ ଜୀବନ ll


Rate this content
Log in

Similar oriya story from Drama