STORYMIRROR

Ashis Kumar Swain

Abstract

5.0  

Ashis Kumar Swain

Abstract

ଅଚିହ୍ନା ବ୍ୟକ୍ତି

ଅଚିହ୍ନା ବ୍ୟକ୍ତି

1 min
491


ମୁଁ ମୋର ଭାଇ ସହ ଜିଦିକରି ଦିନେ ଗଙ୍ଗାଧରପୁର୍ ଷ୍ଟେସନରୁ ପୁରୀ ଅଭିମୁଖେ ବାହାରିପଡିଲି । ରେଳ ବିଭାଗର ନିତି ନିୟମ ମୋତେ ଜଣା ନଥାଏ । ମୋ ପାଖରେ ବସିଥିବା ଏକ ଅଚିହ୍ନା ବ୍ୟକ୍ତିକୁ ପଚାରିଲି ଏ ଟ୍ରେନ୍ କ'ଣ୍ ପୁରିଯିବ । ବ୍ୟକ୍ତି ଜଣଙ୍କ ମନା କଲେ, ଉତ୍ତରରେ ରଖିଲେ ଉକ୍ତ ଟ୍ରେନ୍ ଖୋର୍ଦ୍ଧା ଯାଏଁ ଯିବ । ସେ ଜଟଣୀଠାରେ ଓହ୍ଲାଇଲେ । ମୁଁ କହିଲି ବ୍ୟକ୍ତି ଜଣଙ୍କୁ ଖୋର୍ଦ୍ଧାରେ କେତେବେଳେ ପହଁଚିବ । ବ୍ୟକ୍ତି ଜଣଙ୍କ କହିଲେ ଏଟା ହିଁ ଖୋର୍ଦ୍ଧା ଷ୍ଟେସନ । ମୁଁ ତାଙ୍କ ସହ ଓହ୍ଲେଇଲି । ସେ ଟିକେଟ କାଟିଲେ ମୋତେ କିନ୍ତୁ ଟିକେଟ କାଟିବା ଜଣା ନ ଥାଏ । ମୁଁ ତାଙ୍କୁ କହିଲି ମୋ ପାଇଁ ଟିକେଟ କାଟି ଦିଅନ୍ତୁ । ସେ କହିଲେ ମୁଁ ଦୁଇଟା ଟିକେଟ କାଟିଛି କିନ୍ତୁ ମୋର ଗୋଟେ ମୋ ପୁଅର ଗୋଟେ । ମୋ ପୁଅ ଛୋଟଟେ ତେଣୁ ଏ ଟିକଟ ତୁମର । ମୁଁ ଖୁସି ହୋଇଗଲି ଭାବିଲି ଅଚିହ୍ନା ଲୋକବି ଏମିତି ।


Rate this content
Log in

Similar oriya story from Abstract