Nirlipta sethi

Drama Tragedy

3  

Nirlipta sethi

Drama Tragedy

ଅଭିମାନ

ଅଭିମାନ

1 min
241



ସେ :-

ତୁମେ କେବେ ଭାବିଛ ?

ଏ ଦୁଇମାସ ତୁମକୁ

କେତେ ମିସ୍ କରିଛି ,କେମିତି ମୋ ଦିନ କଟିଛି ?

ବିନା କଥାରେ ବିନା ଦେଖାରେ ଆଉ କିଛି ଖବର ନଥିଲା,

ପ୍ରତିଟି ମିନିଟ୍  ଗୋଟେ ଗୋଟେ ଯୁଗ ପରି !

ତମେ ବୁଝି ପାରିବନି .................. 


ମୁଁ:-

 ସମସ୍ତଙ୍କ ଭିଡରେ କେବେ ନିଜକୁ ଏକା କରିଛ ?

 କେବେ ରାତି ସହ କଥା ହେଇଛ ?ଭାବନାକୁ ନିଜ ଭିତରେ କବର ଦେଇଛ ?

କେବେ ଘଣ୍ଟାର ଟିକ୍ ଟିକ୍ କୁ ଆଣ୍ଟି-କ୍ଲକ୍ ରେ ଗତି କରେଇଛ ???

ହୁଏତ ନା ..!

 ଏସବୁରୁ ତମେ ବହୁତ ଦୂର ରେ ନିହାତି .......!




Rate this content
Log in

Similar oriya story from Drama