STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଆଶା ର ମଶାଲ

ଆଶା ର ମଶାଲ

1 min
830

କେଉଁ ଅଖ୍ୟାତ ଗାଁ ରୁ ତା ଜୀବନ ଆରମ୍ଭ ହେଇଥିଲା। କିଏ ଜାଣିଥିଲା ସେଇ ନେହା ଦିନେ ଦେଶ ବିଦେଶରେ ନାଁ କରିବ।


ସେତେବେଳେ ଗାଁରେ ସ୍କୁଲ ଗୋଟିଏ ନଥାଏ ନେହା ୧୦ କିଲୋମିଟର ଦୂର ଚାଲିକି ଯାଉଥାଉ ସ୍କୁଲ। ସେ ବହୁତ କାମିକା ଥିଲା । ସ୍କୁଲ ଯିବା ଆଗରୁ ତା ମା ଘର କାମ ରେ ସାହାଯ୍ୟ ବି କରୁଥିଲା। ସେ ପାଠ ବି ଭଲ ପଢୁଥିଲା ସେ ତା ବ୍ୟବହାର ପାଇଁ ସମସ୍ତଙ୍କ ଆଦର ପାତ୍ରୀ ଥିଲା। ତା ସ୍କୁଲରେ ବହୁତ ଭଲ କରିବାରୁ ତାକୁ ସ୍କୁଲ ତରଫରୁ ସହରରେ ପାଠ ପଡ଼ିଲା । ଅଖ୍ୟାତ ପଲ୍ଲୀ ଆରମ୍ଭ ଯାତ୍ରା କିଏ ଜାଣିଥିଲା ଆମେରିକା ପହଞ୍ଚିବ।


ସେ ଆମେରିକା ରେ ଗୋଟେ କଲ ସେଣ୍ଟର CEO ଭାବେ କାମ କରେ। ସେ ଏବେ ଛୁଟି ହେଲେ ଗାଁ କୁ ଆସେ । ସେ ଗାଁରେ ଗୋଟିଏ ଭଲ ବିଦ୍ୟାଳୟ ଓ ଡାକ୍ତରଖାନା ବି କରିଛି। ଗାଁରେ ସମସ୍ତେ ତାକୁ ଦେବୀ ପରି ପୂଜନ୍ତି। ସେ ନିଜ ପିଲାମାନଙ୍କୁ ଓଡ଼ିଶାର ସଭ୍ୟତା ପରମ୍ପରା ଶିଖାଏ। ଓଡ଼ିଆ ଭାଷାକୁ ସେ ସମ୍ମାନ କରେ ଓ ଭଲପାଏ। ସେ ତାଙ୍କ ଗାଁ ପାଇଁ ଓଡ଼ିଶା ପୁରା ଭାରତ ଝିଅଙ୍କ ପାଇଁ ପ୍ରେରଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational