STORYMIRROR

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ଆଦିବାସୀ ପର୍ବ ଏବଂ ପରମ୍ପରା

ଆଦିବାସୀ ପର୍ବ ଏବଂ ପରମ୍ପରା

2 mins
248


ଅସ୍ତାୟ ମାନ ଶୌରକର ପରଶରେ ଅବସ୍ଥିତ ପରିବେଶ ଓ ଜଙ୍ଗଲ ମଧ୍ୟରେ ଥିବା ନଦୀ, ଝରଣ।ଦି ଖୁବ ଆନନ୍ଦ ଦାୟକ ହେଇ ଥାଏ ।ଏତିକି ବେଳକୁ ପ୍ରବେଶ କରନ୍ତି , ସ୍ଥାନୀୟ ଅଧିବାସୀଙ୍କ ଅବସ୍ଥା ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ଆସିଥିବା ଜଣେ ଯୁବକ । କ୍ରମେ ଅନ୍ଧାରବଢ଼ି ବଢ଼ି ଚାଲିଥିବା ବେଳେ ସେମାନେ ସମାଜର ଆଦର୍ଶ ଆଧାରିତ ପ୍ରାମାଣିକ ବିବରଣୀ ଅନୁଶୀଳନ କରିବାର ଆବଶ୍ୟକତା ବିଷୟରେ ଜାଣିବାକୁ ଆଗ୍ରହୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ଜାଣି ଗାଁ ର ଅଧିକାଂଶ ଲୋକ ଆନନ୍ଦ ଅନୁଭବ କରି ଖୁବ୍ ଅସମ୍ଭାଳ ହେଇ ଗଲେ ।

 ସେ ଯାଇ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସଂପ୍ରଦାୟର ଲୋକଙ୍କ ଜୀବନ ଅତିବାହିତ ପ୍ରଣାଳୀ ଓ ସଫଳତା ଉପରେ ଅନୁଧ୍ୟାନ କରାଯିବ ବୋଲି କହି ସାହାର୍ଯ୍ୟ ମାଗିବା ସହ ଜଡ଼ିତ ଥିବା ଶିକ୍ଷା ସ୍ବାସ୍ଥ୍ୟ ପରି ଅନେକ ତଥ୍ୟ ସଂଗ୍ରହ ସହିତ ,ଗୀତ ନାଚ ଆଦି ବହୁ ସାଂସ୍କୃତିକ ବିଷୟ ଗୁଡ଼ିକୁ ପ୍ରତ୍ୟକ୍ଷ କରି ତାଙ୍କ ଠାରୁ ଅନେକ ପ୍ରେରଣା ପ୍ରଦାନ କାରୀ ତଥ୍ୟ, ଗୁଡ଼ିକ , ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଥିବା କଥା ଜଣାଇଲେ ।ଏହା ଜାଣି ଗାଁ ଲୋକ ଆନନ୍ଦ ପାଇବା ସହିତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆଶ୍ଚର୍ଯ୍ୟ ଜନକ ଭାବେ ଆଦିବାସୀ ଅଧ୍ୟୁଷିତ ଅଳର କେଉଁ ସବୁ ପର୍ବ ପାଳନ କରାଯାଏ ତା ' ଜାଣିବା ପାଇଁ କହିବା ପରେ ସଂପୃକ୍ତ ଯୁବକର ପ୍ରସିଦ୍ଧି ପାଇଥିବା ଅଭିନେତ୍ରୀ ଜୀବନ କାହାଣୀ ଆଦି କେତେକ ସଂପ୍ରଦାୟର ଲୋକଙ୍କ ଜୀବନ ଜୀବିକା ନିର୍ବାହ କରୁଥିଲେ ଓ କିପରି ଭାବରେ ପୂଜା ପାଠ ଆୟୋଜନ ହୋଇଥାଏ ଅନେକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ପରି ବହୁବିଧ ବିଷୟ ଜାଣିଲେ ।ସେମାନେ ପ୍ରଧାନତଃ କୃଷିଜୀବୀ ହୋଇ ଥିବା ରୁ , ମାଦଳ ବଜାଇ ଗୀତ ଗାଇବା ସହ ନିଜ ବଳଦ, ଛେଳି ମେଣ୍ଢା କୁକୁଡା ଆଦି ବହୁ ଜୀବଙ୍କୁ ପୂଜା କରନ୍ତି । ଗାଁ ରେ କରମ ନାଟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୁଅ ଝଅ ସଭିଏଁ ମିଶି ଖୁସି ମଉଜ ରେ ନାଟ କରନ୍ତି । ଭୋଜି ଭାତ ସହିତ ନୃତ୍ୟ ଗୀତ ପରିବେଷଣ ହୋଇଥାଏ ।

 ସେମାନେ ପ୍ରକୃତି ର ସନ୍ତାନ । ପ୍ରକୃତି ଓ ବଣ, ଜଙ୍ଗଲ ତଥା ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ହସି ଖେଳି ଜୀବନ ଅତିବାହିତ କରନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract