Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ଆଦିବାସୀ ଙ୍କ ଜଙ୍ଗଲ ସୁରକ୍ଷା

ଆଦିବାସୀ ଙ୍କ ଜଙ୍ଗଲ ସୁରକ୍ଷା

1 min
152


ପଶ୍ଚିମ ବଙ୍ଗ ଓ ବିହାରକୁ ଲାଗି ରହି ଥିବା ଜଙ୍ଗଲ ଓ ପାର୍ବତ୍ୟ ଅଞ୍ଚଳରେ ଅଧିକାଂଶ ଲୋକ ଆଦିବାସୀ। ଏଣୁ ଆଦିବାସୀ ଅଧ୍ୟୁଷିତ ବହୁଳ ଅଞ୍ଚଳ ମାନଙ୍କ ମଧ୍ୟରେ ଏହି ସବୁ ସମସ୍ୟା ତଥା ଅନ୍ୟାନ୍ୟ ଅନେକ ସମୟରେ ବହୁ ବିଷୟ ଜାଣିଲେ ତାଙ୍କ ପରିବାରର ଅର୍ଥାଭାବ ପ୍ରତିବନ୍ଧକ ତତ୍କାଳୀନ ସାମାଜିକ ସ୍ଥିତି ଅପରିର୍ବିତ ପ୍ରଥା ବିରୋଧ ପ୍ରଦର୍ଶନ କରିବା, ଜୀବନ ଅତିବାହିତ ପ୍ରଣାଳୀ, ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ପ୍ରତିକ୍ରିୟା, ପ୍ରକାଶ ହସ୍ତ କଳା , ଚିତ୍ର ଅଙ୍କନ ଶୈଳୀ, ଗୀତ ରଚନା, ଲୋକ ବାଣୀ, ଗଳ୍ପ, ସାହିତ୍ୟ, ସାଂସ୍କୃତିକ ମହତ୍ଵ ର ସଂରକ୍ଷଣ ପ୍ରତି ଅନୁରାଗ, ପ୍ରୀତି, ପରି ଅନେକ ଲୋକ ଧାରଣା ଆଦିର ସଂରକ୍ଷଣ ପାଇଁ ପ୍ରୋତ୍ସାହିତ କରିବା ସହିତ ଜଡିତ ବହୁ ସାମଗ୍ରୀ ଗୁଡିକ ମଧ୍ୟରେ ପତଳା ଜିନିଷ ପତ୍ର, ପ୍ରସ୍ତୁତି ବିଧି ବ୍ୟବସ୍ଥା ବେଶ୍ ସରଳ ଓ ମୌଳିକ ବୈଶିଷ୍ଟ୍ୟ ।

ଏବେ ସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ପରି ପ୍ରାଥମିକ ବ୍ୟବସ୍ଥା ର ଉନ୍ନତି ଆସିବା ପରେ ପ୍ରଶାସନର ଅବହେଳା ପ୍ରତିବାଦରେ ଆନ୍ଦୋଳନ ଓ ଶିକ୍ଷାଦାନରେ ପ୍ରତ୍ସାହନ ପାଇଁ ଜୋରରେ ସଭିଏଁ ଲାଗି ପଡିଛନ୍ତି । ପେଜ, ପଖାଳ, ଖାଇ ଗୀତ ଗାଇ ଜୀବନ ଯାପନ କରୁଥିଲେ, ମାତ୍ର , ସାମ୍ପ୍ରତିକ ସମୟରେ ଶିକ୍ଷାର ଉନ୍ନତି ଆସିବା ପରେ ପ୍ରଶାସନର ଅବ୍ୟବସ୍ଥା ସୁଧୁରିବ। ସହିତ ଉନ୍ନତ ଜୀବନ ଯାପନ ପ୍ରଣାଳୀରେ ଗୁଣାତ୍ମକ ବିକାଶ, ଘଟାଇବା ନିମନ୍ତେ ଲୋକଙ୍କୁ ବୁଝାଇ ସଚେତନତା ସୃଷ୍ଟି କରିବାରେ ଲାଗିଲେ । ସାମ୍ପ୍ରତିକ ସମୟ ରେ ଅନେକ ଲୋକ ଓ ମହିଳା ସମଭାବରେ ଅଂଶ ଗ୍ରହଣ କରିଥିବା ବେଳେ ଅନେକ ଜନପ୍ରିୟ ବିଜ୍ଞାନ ତଥ୍ଯ ଆଧାରିତ ସୂଚନା ସମ୍ପର୍କରେ ଲୋକଙ୍କୁ ଉତ୍ତମ ଭାବରେ ପ୍ରଭାବିତ କରାଇ , ବୁଝାଇ ପରିବେଶ ପାଇଁ ବହୁ ପରିମାଣ ସାମାଜିକ ଆନ୍ଦୋଳନ ଅବ୍ୟାହତ ରଖି ଥିବା ବେଳେ ସେପରି ମହିଳା ମାନଙ୍କ ମଧ୍ୟରେ ଜୋରରେ ପରିବେଶ ସଚେତନତା ଅଭିଯାନ, ଓ ଆହ୍ବାନ, ଜାଗରଣ ଅଭିଜାନ ଦିନକୁଦିନ ବୃଦ୍ଧି ପାଇଛି ।

 


Rate this content
Log in

Similar oriya story from Abstract