STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

ଉତ୍କଳ ଦିବସ ଅଭିନନ୍ଦନ

ଉତ୍କଳ ଦିବସ ଅଭିନନ୍ଦନ

1 min
13.5K


ଉତ୍କଳ ଦିବସେ            ଉତ୍କଳବାସୀଙ୍କୁ

ଛୋଟ ଏକ ନିବେଦନ

ଉତ୍କଳ ଜନନୀ           ବିକଳେ କାନ୍ଦୁଛି

ତା ଆଡକୁ ଦିଅ ଧ୍ୟାନ


ନିଜ ସ୍ୱାର୍ଥ ପାଇଁ           ଭୁଲିଅଛ ସିନା

ଜନନୀର ଅବଦାନ

ଜନନୀର କାନ୍ଦ           ଅଟେ ଏଡେ ମନ୍ଦ

ଅଭିଶାପ ମୁକ୍ତି ହୀନ


ବେଳ ଥାଉ ଥାଉ          ସତର୍କ ହୁଅରେ

ମୋର ଏ ଉତ୍କଳବାସୀ

ନିଜର ଜନନୀ             ନିଜ ଜନ୍ମଭୂମି

ସ୍ୱର୍ଗାଦପି ଗରିୟସୀ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational