Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadhucharan Khamari

Romance Tragedy

5.0  

Sadhucharan Khamari

Romance Tragedy

ତ୍ୟାଗର ରଙ୍ଗ

ତ୍ୟାଗର ରଙ୍ଗ

1 min
734


ପ୍ରତାରିତ ହେଲା ପରେ

କେଉଁ ମୁହଁ ନେଇ ତୁମ ପାଖକୁ ଯିବି,

ମୋ ଭଲ ପାଇବାକୁ ତ ପାଦରେ ଟାଳି ଦେଲ

ତା ଭିତରେ ବି ମୁଁ ତୁମକୁ ଭଲପାଏ ।

ତୁମ ଖୁସି ପାଈଁ, ଜୀବନକୁ ବି ବାଜି

ଲଗେଇଦେଇ ପାରେ ।

ତୁମ ହସ ଖୁସିର ଜୀବନ ହସ ଖୁସିରେ ବିତିଯାଉ,

ତୁମ ଆଖିର କେବେ ଲୁହ ନ ବହୁ,

ଏହା ହିଁ ମୋ ଭଲ ପାଇବାର ଅନ୍ତିମ ରଙ୍ଗ ।



Rate this content
Log in

Similar oriya poem from Romance