STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ତୁମରି ଦୁଆରେ !

ତୁମରି ଦୁଆରେ !

1 min
373

ସବୁ ଆଶା ମୋର ତୁମରି ଦୁଆରେ ଯେବେ

ମାଗେ କୋଟି କୈବଲ୍ୟନିଙ୍କୁ ବାଇଶି ପାହଚ ତଳେ

ବାଇଶି ବିକାର ନେଇ, ବାଇଶି ରାଇଜେ ଥାଇ

କେବଳ ନିରହଂକାରେ, ଆମ୍ଭ ବିଶ୍ବାସରେ ବାସ୍

ସେତିକି ହିଁ ତୁମରି ପାଖରେ ଆମ୍ଭ ନିବେଦନ ॥

ସବୁ ହରେଇ ସାରିଲା ପରେ କେବଳ ତୁମରି ଆସରା

ସବୁ ଦୀପ ଲିଭିଗଲା ପରେ, କେବଳ ଜଳେ

ତୁମରି ଦିବ୍ୟାଲୋକ, ସେଇଥି ପାଇଁ...

ତୁମେ ଦେବତା, ମୁଁ ମଣିଷ ମାତ୍ର,

କେବଳ ନେଇ ଜାଣେ, କହି ଜାଣେ,

ହେଲେ, ନିଜର ଆତ୍ମ ପ୍ରଶଂସାରେ ......?

ହେ ଜଗନ୍ନାଥ ମୁଁ ଭୁଲ କରିଛି, ଅନେକ ଭୁଲ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics