STORYMIRROR

Gouri Panda

Abstract

3  

Gouri Panda

Abstract

ତୁମକୁ ଖୋଜେ ମୁଁ ଆଜି

ତୁମକୁ ଖୋଜେ ମୁଁ ଆଜି

1 min
230


 ମୋର ହୃଦୟଟା ଖୋଲି ଦେଖ

ସେଠି ପାଇଯିବ ତୁମ ମୁଖ। 

ତୁମ ବିନା ନାହିଁ ଏଠି ସୁଖ

ତୁମେ ପାଶେ ଥିଲେ ଭୁଲେ ଦୁଃଖ। 

ମୋର ନୟନ ଟା ଖୋଜେ ଆଜି

ତୁମେ ଆସ ମୋର ପ୍ରେମୀ ସାଜି। 

ତୁମ ବିନା ମନ ନାହିଁ ରାଜି

ଆଖି ତୁମକୁ ହିଁ ହୁଏ ଖୋଜି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract