STORYMIRROR

bishnu padhi

Romance

3  

bishnu padhi

Romance

ତୁମେବିଷ୍ଣୁ ପାଢ଼ୀ

ତୁମେବିଷ୍ଣୁ ପାଢ଼ୀ

1 min
161

କଳ୍ପନାର କଳ୍ପବଟ ତୁମେ

ଜହ୍ନର ଜୋଛନା ତୁମେ

ସୂର୍ଯ୍ୟର ପହିଲି କିରଣ ତୁମେ

ଝରଣାର କୁଳୁ କୁଳୁ ନାଦ ତୁମେ

ମୋ ମନ ଇନ୍ଦ୍ରଧନୁର ସପ୍ତରଙ୍ଗ ତୁମେ

ମୋ ବନର ବଇଦ ତୁମେ

ବିଷ୍ଣୁର ବିଷ୍ଣୁପ୍ରିୟା ତୁମେ

ମୋ ମନ ରାଇଜର ରାଜକନ୍ୟା ତୁମେ

 ବସନ୍ତର କୁହୁ କୁହୁୁ ତାନ ତୁମେ

ମଳୟର ମଧୁ ମୂର୍ଚ୍ଛନା

ତୁମେ ସୁନୟନା ତୁମେ ଅନନ୍ୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance