STORYMIRROR

bishnu padhi

Romance

2  

bishnu padhi

Romance

ପ୍ରିୟା

ପ୍ରିୟା

1 min
107

ବସନ୍ତର ମଲ୍ଲୀ ତୁମେ

ଶରତର ଜହ୍ନ ତୁମେ

ଦିପହର ଖରା ବେଳେ ଉଦୁଉଦିଆ ମନ

ମୋ ସାରା ଶରୀରରେ ତୁମେ ନୀଳ ମେଘ ପରି ଆଚ୍ଛନ୍ନ

ତୁମ କଥା ଯେବେ ଭାବେ ମୋ ଚଲା ପଥେ ଝିଂଟିକା ସଜେ

ପିମ୍ପୁଡ଼ି ପରି ବିଚରଣ କର ଠିକ୍ ସେତିକି ବେଳେ

ପ୍ରିୟା ତୁମେ ପ୍ରିୟା ତୁମେ ପ୍ରିୟା ତୁମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance