Arabinda Mishra
Romance
ଅଜାଣତେ ନିଅ ଅଜଣା ରାଇଜେ
ଅଭିନ୍ନ ତୁମର ଠାଣି
ଅକସ୍ମାତେ ଦିଅ ଅଭୂଲା ହେଇଯେ
ଅଦିନେ ଖୋଲିଛ ମୁଣି. .
ଅନୁକୂଳ ଲାଗେ ନିତିଦିନ ଖୋଜେ
ଅଦିନିଆ ସିନା ସପନ
ଅହରହ ମୁଁହି ତୁମଲାଗି ଭିଜେ
ଅଳିମୋର ଜାଣ ସ୍ପନ୍ଦନ. ..
ସଖି
ମିଠା ଅତୀତ
ତୁମେ ଆଉ ମୁଁ
ତୁମ ବିନା
ତୁମେ
ସଖୀ ଗୋ' କି' କହିବି ଶ୍ୟାମ କଥା ସଖୀ ଗୋ' କି' କହିବି ଶ୍ୟାମ କଥା
ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକାରେ ଅପେକ୍ଷାରେ ମଗ୍ନ... ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକା...
କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ଭାବ ରହୁଛି ଅଧା କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ...
ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର, ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର,
କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ । କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ ।
ପ୍ରେମର ପ୍ରଥମ ରାତି ପ୍ରେମର ପ୍ରଥମ ରାତି
ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବୁକୁ କର ପସନ୍ଦ ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବ...
ଦଶହରା ଦଶହରା
ତୁମେ ଯଦି ହୁଅ ତୁମେ ଯଦି ହୁଅ
କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି। କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି।
କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ । କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ ।
ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।। ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।।
ଶୀର୍ଷକ :ସେଇ ଝିଅ ଟି ଶୀର୍ଷକ :ସେଇ ଝିଅ ଟି
ସ୍ବପ୍ନ ନାୟିକା ସ୍ବପ୍ନ ନାୟିକା
ତୁ ଯେବେ ଆସିଲୁ ମୋ ଜୀବନେ ଶାଶ୍ୱତ ପ୍ରେମ ଟିଏ ନେଇ ବଦଳାଇ ଦେଲୁ ଭାବନକୁ ମୋର ଜାଣିଲି ଆଜିବି... ତୁ ଯେବେ ଆସିଲୁ ମୋ ଜୀବନେ ଶାଶ୍ୱତ ପ୍ରେମ ଟିଏ ନେଇ ବଦଳାଇ ଦେଲୁ ଭାବନକୁ ମୋର ଜାଣିଲ...
ତୋ ଅଜାଣତ ରେ ତତେ କଣେଇ ଚାହିଁ ଦବା ତୋ ସହ ଆଖି ମିଶିଗଲେ ଝାଳ ସୁଡୁବୁଡୁ ହେଇଯିବା.. ତୋ ଅଜାଣତ ରେ ତତେ କଣେଇ ଚାହିଁ ଦବା ତୋ ସହ ଆଖି ମିଶିଗଲେ ଝାଳ ସୁଡୁବୁଡୁ ହେଇଯିବା..
ପ୍ରେମ ତ ଗୋଟିଏ ପ୍ରୀତି ନିର୍ଝରିଣୀ ପ୍ରତିକ୍ଷଣେ ଝରୁଥାଏ, ପ୍ରେମ ତ ଗୋଟିଏ ପ୍ରୀତି ନିର୍ଝରିଣୀ ପ୍ରତିକ୍ଷଣେ ଝରୁଥାଏ,
ଆଜି କାଇଁ ବ୍ୟତିବ୍ୟସ୍ତ ତୁମ ଉଛୁଳା ସ୍ରୋତସ୍ୱିନୀରେ ପୁଣି ଥରେ ଭାସି ଯିବାକୁ ପୁଣି ଥରେ ମିଶି... ଆଜି କାଇଁ ବ୍ୟତିବ୍ୟସ୍ତ ତୁମ ଉଛୁଳା ସ୍ରୋତସ୍ୱିନୀରେ ପୁଣି ଥରେ ଭାସି ଯିବାକୁ ପୁଣି ଥରେ...
ନବନୀତା ନହୂଲୀ ପାଦର ଅଳତା ଗାରରେ , ଚମ୍ପାଫୁଲ ମେହେନ୍ଦୀ ରଙ୍ଗରେ ନବନୀତା ନହୂଲୀ ପାଦର ଅଳତା ଗାରରେ , ଚମ୍ପାଫୁଲ ମେହେନ୍ଦୀ ରଙ୍ଗରେ
ହେ'ପ୍ରେମୀକ ପ୍ରେମିକା ସମ୍ପଦ କଣିକା ରଖ ହେ' ପ୍ରେମର ମାନ , ପ୍ରେମ ମାନେ ନୁହେଁ ଦୈହିକ ମିଳନ... ହେ'ପ୍ରେମୀକ ପ୍ରେମିକା ସମ୍ପଦ କଣିକା ରଖ ହେ' ପ୍ରେମର ମାନ , ପ୍ରେମ ମାନେ ନୁହେଁ...