STORYMIRROR

Premananda Kusum

Romance

3  

Premananda Kusum

Romance

ମୋ ପ୍ରିୟା

ମୋ ପ୍ରିୟା

1 min
288

ଜାଣେନା କାହିଁକି ମୋ ମନ ତୁମକୁ ହିଁ ଖୋଜୁଥାଏ,

ତୁମକୁ ଦେଖିଲେ ସତରେ ମୋତେ ସବୁ ମିଳିଯାଏ ।

ଏମିତି ଵି ସ୍ଵପ୍ନ ନାହିଁ ଯେଉଁଥିରେ ତୁମେ ଅଵା ତ ଯେ ନାହିଁ,

ସ୍ବପ୍ନ ହେଉ ଵା ବାସ୍ତବତା ସବୁଥିରେ ତୁମ ଦେଖାଦିଅ ତହିଁ ।

ଜାଣେନା ମୁଁ ଯେ କାହିଁକି ମୋ ଜୀବନ କଵିତା ଲେଖିଲି,

ଜାଣିଛି ଦିନେଁ ତୁମେ ମୋ ଜୀଵନ କଵିତା କଥାକୁ ବୁଝିବ ଜାଣିଲି ।

କେତେ ଦୂର ଚାଲିଗଲ ପ୍ରିୟା ତୁମେ ମୋତେ ପର କରି,

ତୁମକୁ ଭୁଲିପାରୁନି ମନ ମୋର ଝାଉଁଳିଛି ଶେଫାଳୀ ପରି,

ଆଜି ବି ତୁମକୁ ଭଲପାଏ, ଯେତେ କାଲି ଵି ପାଉଥିଵି ସେତେ,

ତୁମରି ସେଇ ହସ ହସ ମୁହଁ ମୋତେ ପାଗଳ କରିଦିଏ ମୋତେ ।

କେଵେ ଆସିଵ ପ୍ରିୟା ମୋର ,ମୋ ଜୀଵନ ଗଲାପରେ,

ପାଉଁଶ ରୂପୀ ମୋ ମନଟା , ଚାହିଁ ଥିବ ତୁମ ଦାଣ୍ଡ ଦୁଆରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance