STORYMIRROR

Arabinda Mishra

Romance

2  

Arabinda Mishra

Romance

ତୁମେ

ତୁମେ

1 min
125

ସୂରୁଜ କିରଣ, ଦିନର କାରଣ

ସକାଳୁ ଫୁଟଇ ଫୁଲ

କରିନି ବାରଣ, ଆଙ୍କିଛି ତୋରଣ

ଆସିଲେ ମିଳିବ ମୂଲ ।


ତୁମେ କି ବୁଝୁଛ, ନବୁଝି ଲୁଚିଛ

ମୋତେ ନିଅଣ୍ଟିଆ ରାତି

ସପନେ ଆସୁଛ, ଓଢଣା ଟାଣିଛ

ମିଛେ ବଢଉଛ ପ୍ରୀତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance