STORYMIRROR

JUDHISTHIRA MUDULI

Romance

3  

JUDHISTHIRA MUDULI

Romance

ତୁମେ ମୋ ପ୍ରିୟା

ତୁମେ ମୋ ପ୍ରିୟା

1 min
243

ତୁମେ ସ୍ୱର୍ଗର ଅପସରୀ 

ତୁମେ ମୃଗର କସ୍ତୁରୀ

ତୁମେ ଫଗୁଣର ଫୁଲଝରୀ

କୁମାରୀ ନୁହଁ ତୁମେ ସୁକୁମାରୀ

ତୁମେ ପ୍ରେମର ଆହ୍ୱାନ ଦିଅ 

ତୁମ ଅଧରକୁ ସଜାଇ ବାଂଶୁରୀ ।।

ତୁମେ ମୋ ମନର ମୟୂରୀ

ତୁମେ ସ୍ୱପ୍ନର ସୁନ୍ଦରୀ

ସୁନୀଳ ସାଗରେ ତୁମେ ଲହରୀ

ତୁମେ ପ୍ରେମକୁ ଆଦରିନିଅ

ତୁମ ହୃଦୟକୁ ସଜାଇ ସବାରୀ ।।

ତୁମେ ଶ୍ରାବଣର ବର୍ଷାଝରୀ

ତୁମେ ବସନ୍ତର ଝିଞ୍ଜରୀ

ତୁମେ ରଙ୍ଗରେ ଗୋଲାପପରି

ତୁମେ ଯେ କଲ ମୋ ମନ ଚୋରି

ତୁମେ କେବଳ ପ୍ରିୟା ମୋହରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance