STORYMIRROR

Biswa Bharati Dash

Romance

2  

Biswa Bharati Dash

Romance

ତୁ ଆଉ ମୁଁ

ତୁ ଆଉ ମୁଁ

1 min
13.3K



ଦୁନିଆର ସବୁ ରଙ୍ଗ

ମିଶିଗଲେ ଯେବେ,

ଆଖିରେ କଜଳ କରି

ପିନ୍ଧିନେଲି ତେବେ !

ମୋ ଆଖି କଜଳ ଗାର

ଚୁମିଲୁ ତୁ ଭାବେ,

ସାରା ଦେହେ କଳା ପିଇ

ରଙ୍ଗିଗଲୁ ସେବେ !

ନିନ୍ଦା ଅପବାଦ ମୋତେ

ଯେତେ ଦେଲେ ସର୍ବେ,

ପ୍ରେମେ ତୋର ବନ୍ଧା ମୁହିଁ

ଛାଡ଼ିବିନି କେବେ !

ହେଲେ , ତୁ ?? .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance