STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ତୀର୍ଥ,,,,,,,,,,

ତୀର୍ଥ,,,,,,,,,,

1 min
196


ତେତିଶ କୋଟି ଦେବ

ଦେବୀ ଙ୍କ ର ତୀର୍ଥ

ରହି ଅଛି ଏ ଜଗତେ

ଏ ପାପୀ ନୟନରେ ।

ଦେଖି ବାକୁ ତାକୁ ମୁଁ

ହୋଇବି କି ସମର୍ଥ

କରୁଛି ମିନତୀ ଆହେ

ଜଗତ ପତି ତୁମ ପୁରୀ

ଧାମେ ଦୃଷ୍ଟି ଲୋଭିବି 

ତୁମକୁ ରତ୍ନ ସିଂହାସନେ

  ଦୃଷ୍ଟି ନିକ୍ଷେପୀ

ବୁଲିବି ପଞୁତୀର୍ଥ ଚାଲିବି

ମହୋଦଧି କୂଳେ ସୂର୍ଯ୍ୟ

  ଦୋୟ ଦେଖି

ଦଖିବି ଚକ୍ର ତୀର୍ଥ ମନ

ହେଉଛି ଉଚ୍ଚାଟ ମୁକତି

ଲୋଭିଥିଲା କାକ ସେଠି

ତୁମ ବଡ ଦାଣ୍ଡେ ଚାଲି

ଲୋଭି କୋଟି ପୂଣ୍ୟ ଫଳ

ମୁଣ୍ଡ ମାରିବି ରେଣୁ ଧୂଳି

ପାଇବି କୋଟି ତୀର୍ଥ ର

ଧର୍ମ ମନେ ଉଲ୍ଲାସ ଭରି

ଖାଇବି ଅବଡା ଆନନ୍ଦ 

   ବଜାରେ ବୁଲି

ତୁମ ଧାମେ ପ୍ରଭୁ

ସକଳ ତୀର୍ଥ,

ଅନ୍ୟ ତୀର୍ଥ ବୁଲିବି

ଆଉ କାହିଁକି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational