STORYMIRROR

sadhu charan moharana

Abstract Tragedy Inspirational

3  

sadhu charan moharana

Abstract Tragedy Inspirational

ସୁଟକେସ୍

ସୁଟକେସ୍

1 min
12K

ସୁଟକେସ୍ କୁ ସବାରୀ କରି

ଶୈଶବ ଶୋଇଛି ଚାଲି ନପାରି।


ଘିଡି ଘିଡ୍ କରି ମା ଟାଣୁଛି

କିଛି କ୍ଷଣ ପାଇଁ ଥକା ମାରୁଛି।


ସବାରିରୁ ଯେବେ ରଜ୍ଜୁ ଛିଣ୍ଡିବ

ବାଧ୍ୟ ହୋଇ ପୁଅ ପୁଣି ଚାଲିବ।


ଖରାରେ ଚାଲି କି ଥକି ସେ ଯିବ

ଟୋପେ ଜଳ ପି ପୁଣି ଚାଲିବ।


କୋରୋନା କାଳର ଉତ୍କଟ ଦୃଶ୍ୟ

ଦେଖି ହୁଏ ମନ ଭାରି ନିରାଶ।


Rate this content
Log in

Similar oriya poem from Abstract