sadhu charan moharana
Abstract Tragedy
ଆସୁଛି ଆମ୍ଫାନ୍
ବିଜୁଳି ବରଷା
ହେବ ଘନ ଘନ ।
ବହିବ ବତାସ
ଭାଙ୍ଗି ଦେବ କ୍ଷଣେ
କେତେ ଯେ ଆବାସ।
ପକ୍ଷୀ ମାନେ ସବୁ
ବାସ ହରା ହେବେ
ଗଗନ କମ୍ପିବ
ଭୟ ରେ ଥରିବେ।
ପଶୁ ଦଳ ସବୁ
ଭୟ ରେ ଲୁଚିବେ
ମଣିଷ ଚତୁର
ଘରେ ମଜା ନେବେ।
ଖାଇବା
ସୁଟକେସ୍
ଆମ୍ଫାନ୍
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
ଏତେ ବଡ ଏଇ ଦୁନିଆରେ ତୋର ସାହା ମୋର କେହି ନାହିଁ ତୋ ହାତ ଧରି ଚାଲୁଛିରେ ବାଟ ଚାଲୁ ଥିବି ଏକା ମ... ଏତେ ବଡ ଏଇ ଦୁନିଆରେ ତୋର ସାହା ମୋର କେହି ନାହିଁ ତୋ ହାତ ଧରି ଚାଲୁଛିରେ ବାଟ ...
କେତେ ଶୂର ବୀର ଜନମି ଏ ଦେଶେ ପ୍ରାଣବଳି ଦେଶ ହିତେ । ଦେଇଗଲେ ରଖି ଅକ୍ଷୟ କୀରତି ନାମ ରହିଛି ମର କେତେ ଶୂର ବୀର ଜନମି ଏ ଦେଶେ ପ୍ରାଣବଳି ଦେଶ ହିତେ । ଦେଇଗଲେ ରଖି ଅକ୍ଷୟ କୀରତି ...
ଜାଗ୍ରତ ଗୌରୀ ପଞ୍ଚମୀର ପୂଜା ଶ୍ରାବଣ ଯେ ନେଇ ଆସେ ପୁନେଇ ପରବ ସମ୍ଭାରେ ଶ୍ରାବଣ ଜାଗ୍ରତ ଗୌରୀ ପଞ୍ଚମୀର ପୂଜା ଶ୍ରାବଣ ଯେ ନେଇ ଆସେ ପୁନେଇ ପରବ ସମ୍ଭାରେ ଶ୍ରାବଣ
ସମ୍ପର୍କ ଯୋଡ଼ିବା ଏଇ ଜୀବନରେ ଯୋଡ଼ିବା ବନ୍ଧନ ଡୋରି , କିଏ ଜାଣେ ବନ୍ଧୁ ଆଗାମୀ ସମୟ ଆସିବ ଯେ, କେଉ ସମ୍ପର୍କ ଯୋଡ଼ିବା ଏଇ ଜୀବନରେ ଯୋଡ଼ିବା ବନ୍ଧନ ଡୋରି , କିଏ ଜାଣେ ବନ୍ଧୁ ଆଗାମୀ ସମୟ ...
ଜନନୀ ଗୋ ତୁମ ଋଣ ସୁଝିବାର ଶକ୍ତି କା' ପାଖରେ ନାହିଁ ଶତ ପ୍ରଣିପାତ କରୁଛି ଜନନୀ ଅସରା ଆଶିଷ ପାଇଁ । ଜନନୀ ଗୋ ତୁମ ଋଣ ସୁଝିବାର ଶକ୍ତି କା' ପାଖରେ ନାହିଁ ଶତ ପ୍ରଣିପାତ କରୁଛି ଜନନୀ ଅସର...
ମନେ ରହିବ ଯେ କଲାମ ହେ ତୁମେ ଏ ଦେଶ କି ଭୁଲି ପାରେ ତୁମେ ଏ ଜାତିର ପ୍ରେରଣାର ଉତ୍ସ ତୁମକୁ ନମନ କରେ ମନେ ରହିବ ଯେ କଲାମ ହେ ତୁମେ ଏ ଦେଶ କି ଭୁଲି ପାରେ ତୁମେ ଏ ଜାତିର ପ୍ରେରଣାର ଉତ୍ସ ...
ଚିର ସ୍ମରଣୀୟ ହେ ବିଜ୍ଞ ପ୍ରବର ଶିକ୍ଷା ରେ ଥିଲ ମଣ୍ଡିତ ବିଦେଶରେ ଥିଲ ମନେ ବହୁଥିଲା ଦେଶ ପ୍ରେମର ନ ଚିର ସ୍ମରଣୀୟ ହେ ବିଜ୍ଞ ପ୍ରବର ଶିକ୍ଷା ରେ ଥିଲ ମଣ୍ଡିତ ବିଦେଶରେ ଥିଲ ମନେ ବହୁଥିଲା ...
ଭକତଟି ସଦା ପ୍ରଭୁଙ୍କ ଠିକଣା ହୃତୟରେ ଖୋଜୁଥାଏ ଜୀବନର ଶେଷ ସମୟ ଠିକଣା ମଶାଣୀ ଭୂଇଁଟି ହୁଏ ଭକତଟି ସଦା ପ୍ରଭୁଙ୍କ ଠିକଣା ହୃତୟରେ ଖୋଜୁଥାଏ ଜୀବନର ଶେଷ ସମୟ ଠିକଣା ମଶାଣ...
ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ କୋଟିକୋଟି ଦଣ୍ଡବତ , ସଦ୍ ବୁଦ୍ଧି ଦେ, ମା' ମୁଢ଼ ମଣିଷଙ୍କୁ ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ କୋଟିକୋଟି ଦଣ୍ଡବତ , ସଦ୍ ବୁଦ୍ଧି ଦେ, ମା' ମୁଢ଼ ...
ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ମାଟି ମାଆ ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ...
ଚାକିରୀ ଚାକିରୀ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ସ୍କନ୍ଦମାତା ସ୍କନ୍ଦମାତା
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ