STORYMIRROR

sadhu charan moharana

Abstract Others

3  

sadhu charan moharana

Abstract Others

ଖାଇବା

ଖାଇବା

1 min
11.9K

ଖାଇବା ଟା ଦେଖି ଲାଳ ବୋହୁଛି

ଖାଇବା ଟା ପରା ହୋଟେଲରେ ଅଛି ।


ପାଖରେ ଯଦି ଥାନ୍ତା ଟଙ୍କେ ଆଠେଣୀ

କିଣି ଦେଇଥାନ୍ତି ସବୁ ରାନ୍ଧୁଣି ।


ଭୋକରେ ପେଟ ଟା ରଡ଼ି କରୁଛି

ଭୋକ ମରିବାକୁ କ'ଣ ଗଣ୍ଡେ ମିଳୁଛି?


ଦେଇ ଦିଅନ୍ତା କିଏ ଦି ପଇସା

ପୁରା କରନ୍ତି ମୋ ମନର ଆଶା ।


ଏମିତି ସମୟ ଏବେ ପଡିଛି

କାମ ଧନ୍ଦା ସବୁ ବନ୍ଦ୍ ହୋଇଛି।


ଟଙ୍କା ଟିଏ ନାହିଁ କାହାରି ପାଖେ

ମତେ କିଏ ଦେବ ମୁଁ ଯାହାକୁ ମାଗେ?


Rate this content
Log in

Similar oriya poem from Abstract