STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସୁନ୍ଦର ମୋ ଓଡ଼ିଆ ଭୂଇଁ

ସୁନ୍ଦର ମୋ ଓଡ଼ିଆ ଭୂଇଁ

1 min
14K


ସୁନ୍ଦର ମୋ ଓଡ଼ିଆ ଭୂଇଁ,

ଚାହିଁଦେଲେତ ମନ ଭରଇ।

ନଈ, ନାଳ ତା’ ସବୁଜ ବନ,

ଓଡ଼ିଶାବାସୀଙ୍କ ହରଇ ମନ।

କେତେ ବୀରପୁତ୍ର ଜନମ ହୋଇ

ଗଳେଣି ଗୌରବ ବାନା ଉଡ଼ାଇ।

ସବୁବୀରଙ୍କୁକୋଳେ ସାଇତି,

ଓଡ଼ିଆ ଭୂଇଁ ଫୁଲାଏ ଛାତି।

ଓଡ଼ିଆ ଭୂଇଁ ମୋ କେଡ଼େ ସୁନ୍ଦର

ତା’ ପାଦେ ମୋର କୋଟିଜୁହାର!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics