STORYMIRROR

Premasila Raut

Classics

3  

Premasila Raut

Classics

ସୁଖ ଦୁଃଖ

ସୁଖ ଦୁଃଖ

1 min
268

ପବନ ସୁଅରେ ବହି ଯାଉଥିବା ପ୍ରତ୍ୟେକଟି ମୁହୁର୍ତ୍ତ ପରିବର୍ତ୍ତନଶୀଳ

କେବେ ଦୁଃଖର ନଦୀ ତ କେବେ ସୁଖର ସାଗର

ଜୀବନର ସବୁ ପାହାଚରେ ଦୁହେଁ ଦିବ୍ୟମାନ

ସୁଖ ବିନା ଦୁଃଖ ଅଧୁରା ଦୁଃଖ ବିନା ସୁଖ ଅଧୁରା

ସୁଖରେ ଏ ମନ ଦି' ପଦ ଗୀତ ଗାଏ ଦୁଃଖରେ ଏ ଆଖି ଦି' ଟୋପା ଲୁହ ଝରାଏ


ସୁଖ ଦୁଃଖ ଦୁହେଁ ଅନ୍ତରଙ୍ଗ ବନ୍ଧୁ ଗୋଟେ ନିଶ୍ବାସ ହେଲେ ଆଉ ଗୋଟେ ପ୍ରଶ୍ବାସ

ଦୁହେଁ ଜୀବନର ଚିରସାଥୀ କେବେ ବଗିଚାରେ ସୁଖ ଫୁଲ ହୋଇ

ସକାଳେ ଫୁଟେ ତ କେବେ ଦୁଃଖ ଦେଇ କଣ୍ଟାର ଆଘାତ ଦିଏ

ସୁଖରେ କେବେ ଫୁଲକୁ ମନ ଗଳାହାର କରେ ଦୁଃଖ କେବେ ପାଦରେ କଣ୍ଟାକୁ ସଜାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics