ସ୍ତ୍ରୀ
ସ୍ତ୍ରୀ
ସ୍ତ୍ର୍ରୀ ପରି କିଏ ହେବ ସସାଂର ଭିତରେ ।
ଜାବତିୟ ଘରକାମ କରେ ଆନନ୍ଦରେ ।।
ରୋଷୋଈବାସଠୁ ଧରି ପିଲା ପଢାଈବା ଯାଏଁ ।
ସବୁ କରୁଥାଏ ସିଏ କର୍ମ ନିରନ୍ଧୋନ୍ଧରେ ।।
ପରିବା କିଣାଠୁ ଧରି ଘରର ଯାବତିୟ ଖର୍ଚ ।
ହିସାବକରିସେ କିଣେ ଚଳିଯାଏ ମାସଜାକ ।।
କରେନି ବାଧ୍ୟ ସେ କେବେ ଅଧିକ ଖର୍ଚ ପାଈଁ ।
ଜାହା ଘରପାଈଁ ଲୋଡା ତାହା କିଣେ ସ୍ବାମିର ଦରମାକୁ ଚାହିଁ ।।
ପୋଷାକ ପତ୍ର ଅବା ସିନେମା ଶଉକ ଏତେ ତାର ନାହିଁ ।
ଟିଭି ସିରିଏଲ୍ୟ ସିନେମା ଦେଖି ନିଏ ସେ ଚଳଈ ।।
ଅଝଟ ହୁଏନି କେବେ କରେନି ସ୍ବାମି କଥାକୁ ଅମାନ୍ୟ ।
ସେଦିପାଈଁ ସସାଂରରେ ସେ ଉତ୍ତମ ଗୃହିଣି ନାମରେ ଖ୍ୟାତ ।।
