Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Abstract

2  

Bhakta Malla

Abstract

ସତୀତ୍ବ

ସତୀତ୍ବ

1 min
7.2K


ସତୀତ୍ବ !!

କେଉଁଠି ଖୋଜୁଛ ??

ଶରୀରରେ,

ବକ୍ଷୋଜରେ ,

ନିମ୍ନ ନାଭି ତଳ --

ନିତମ୍ବରେ !!

ହଜିଛି ସେ -

ହୃଦୟର ଛାଇ,

ଏଯାଏ - ଯାହାକୁ ତୁମେ

ପାରିନାହିଁ ଛୁଇଁ ।।

କ୍ଷତାକ୍ତ କରିଛ ତୁମେ

ଶରୀର ତାଆରି ,

ପ୍ରାପ୍ତି ତୁମ କଳଙ୍କର ବୋଝ

ତା' ମୁଣ୍ଡେ ଉତ୍ତାରି ।।

ପାର ଯଦି ;

ଛୁଅଁ ଥରେ ହୃଦୟକୁ ତା'ର

ନୁହେଁ ତା' ଶରୀର,

କଳଙ୍କର ବୋଝଟିକୁ

ମୁଣ୍ଡରୁ ଉତ୍ତାର ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

18th Sept.2017.


Rate this content
Log in

Similar oriya poem from Abstract