STORYMIRROR

Jagannath Das

Inspirational

3  

Jagannath Das

Inspirational

ସତ ଗୁରୁଦେବ

ସତ ଗୁରୁଦେବ

1 min
198

ଯୁଗେ ଯୁଗେ ଆସି ଥାନ୍ତି

ତ ଗୁରୁଦେବ ହୋଇରେ ।


ଶିଷ୍ୟ ମାନେ ପୂଜୁଥାନ୍ତି

ସଚ୍ଚିଦାନନ୍ଦ ପାଇଁରେ ।


ଏହି ସେ ଯେ ସୀତାପତି

ଅହଲ୍ୟା ହେଲା ମୁକତି


ବିରହୀଣୀ ଗୋପୀ ଯାକୁ

ପଥ ଥାନ୍ତି ଚାହିଁରେ ।


ଗୋପ କୃଷ୍ଣ ଆସିଥାନ୍ତି

ଗୁରୁ ଦେବ ହୋଇରେ ।


ନବ ବୃନ୍ଦାବନ

ବଂଶୀ ବାଜେ ଘନ ଘନ ।


ଉଛୁଳେ ଯମୁନା ଫୁଟେ

କଦମ୍ବ କାନନ ।


ଜପ ତପ ଯାଗ ଯଜ୍ଞ

ଶିକ୍ଷା ଦିଏ ସେହିରେ ।


ନିରାକର ଆସିଥାନ୍ତି

ସାକାର ହୋଇରେ ।


ଧରାର ଗଗନ ଚାନ୍ଦ

ଆମ ଅନୂକୁଳ ଚନ୍ଦ୍ର ।


ନାଚନ୍ତି ଭକତ ପ୍ରେମେ

ବାହୁ ତୋଳି ତାର ।


ଅଦୈତ ଦୈତ ସାକାର ନିରାକାର

ଗୁରୁଦେବ ପାଶେ ଇଏ ସବୁ ।


ଏକା କାର

ଜୟ ଘୋଷ ମହୀରେ ।


Rate this content
Log in

Similar oriya poem from Inspirational