Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ସରି ସରି ଯାଏ ରଜ

ସରି ସରି ଯାଏ ରଜ

1 min
288



ରଜ ଆସି ଥିଲା ସରି ଯାଉଛି

କେତେ ସ୍ମୃତି ମନେ ରଖିଛି ।


ମନେ ରହିବ ସେ ଗାଁ ଦୋଳି

ମନେ ରହିବ ସାଙ୍ଗ ମେଳି ।


ଭାରି ମିଠା ଥିଲା ସେ ଦିନ

ମନେ ରହି ଯିବ ରଜର ପାନ ।


ଛୁଟି ରେ ରଜ ରେ କଲେ ମଉଜ

ରଜ ପାଇଁ ହୋଇ ଥିଲୁ ସଜ ବାଜ ।


ରଜ ନିଆରା ପରଵ ହୋଇ ଥିବ

ପ୍ରତି ବର୍ଷ ଗାଁରେ ରଜ ଉତ୍ସବ ହେବ ।


ରଜ ଆମକୁ ଶିଖାଇ ଦେଇ ଗଲା

ରାଗ ରୁଷା ସବୁ ଛାଡ ସେ କହିଲା ।


ଏକତା ରେ ଥିଲେ ଶାନ୍ତି ମିଳୁଛି

ଭାଇ ଚାରା ରେ ରୁହ ରଜ କହୁଛି ।


ରଜ ଆସି ଥିଲା ପରମ୍ପରା ଶିଖାଇଲା

କେକ ପିଜା ଛାଡି ସ୍ଵଦେଶୀ ଖାଅ କହିଲା ।


ରଜ ଆମକୁ ଖୁସି ସାଥେ ବିଶ୍ରାମ ଦେଲା

ମାଟି ମା ପାଇଁ ଏ ପର୍ବ ସଭିଙ୍କୁ ଜଣାଇଲା ।


Rate this content
Log in

Similar oriya poem from Inspirational