STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ସ୍ପର୍ଶ

ସ୍ପର୍ଶ

1 min
464

ଅଢେଇ ଦିନର ଅଭିନୟ 

କିବା ଲୋଭ ମୋହ ଆବେଗ 

ନାଚୁଛେ ସଭିଏଁ ନିର୍ଦ୍ଦେଶକ 

ଆଦେଶ ତାଙ୍କର ଶୀରୋଧାର୍ଯ୍ୟ 

ଯେତେଦିନ ଥିବ ରଙ୍ଗମଞ୍ଚ 

ସେତେ ଦିନ ଥିବ ରୋମାଞ୍ଚ 

ରଙ୍ଗ ଯେବେ ଯିବ ଛାଡି 

ଯୁଇରେ ଯଳିବା ଚଢି 

ରାଗ ରୋଷ ଦ୍ୱେଷ ଈର୍ଷା ଛାଡି 

ଭାଇଚାରା ଆମେ ଯିବା ଗଢି 

ଗାନ୍ଧିଜୀ ଗୋପବନ୍ଧୁଙ୍କ ଆଦର୍ଶ 

ଆଜି ଅଛି ଥିଲା ଥିବ ସେ ସ୍ପର୍ଶ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational