Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhirendra Behera

Inspirational Others

3  

Dhirendra Behera

Inspirational Others

ସ୍ପର୍ଶ

ସ୍ପର୍ଶ

1 min
217


           

    ଦୁଇଗୋଟି ଅକ୍ଷରରେ ଗଢ଼ା ଏହି ଶବ୍ଦ

    ଗୋଟିଏ ଶବଦ ହେଲେ ଭାବାର୍ଥ ବିଶଦ ।

    ବାତ୍ସଲ୍ୟ ମମତା ଥାଏ ମାତା ର ସ୍ପର୍ଶ ରେ

    ଅଭିମାନ ଦୂର ହୁଏ ପିତାଙ୍କ ଛୁଆଁ ରେ ।

    ଭାଇ ର ସ୍ପର୍ଶ ରେ ମିଳେ ସୁଖଦ ଭ୍ରାତୃ ପ୍ରେମ

    ପବିତ୍ର ମଧୁର ପୂଣି ସ୍ନେହ ତା ଅସୀମ ।

    ଭିନ୍ନ ଏକ ରୂପ ନିଏ ଡାକ୍ତରଙ୍କ ସ୍ପର୍ଶ

    ଛୁଇଁ ଦେଲେ ରୋଗୀକୁ ସେ ମିଳଇ ଆଶ୍ଵାସ ।

    କାମନା ର ସ୍ପର୍ଶ କରେ ଦେହ ରୋମାଞ୍ଚିତ

    କାମାତୁର ମଣିଷକୁ କରଇ ଉନ୍ମତ୍ତ ।

    ଭାବପୂର୍ଣ୍ଣ କବିତାଟି ଛୁଇଁ ଯାଏ ମନ

    ସେତେବେଳେ ଧନ୍ୟ ହୁଏ କବିର ଲିଖନ ।

 

                  


Rate this content
Log in

Similar oriya poem from Inspirational