STORYMIRROR

Manju Rath

Tragedy

3  

Manju Rath

Tragedy

ସଂସାର

ସଂସାର

1 min
321

ଆଜିର ସଂସାର

ସ୍ନେହ ପଦଟି

ସେଥିରେ ଲୁପ୍ତ

ଅଜଣା ଭାବ

ପିତା, ପୁତ୍ର, ସ୍ତ୍ରୀ, ଝିଅ

କିଏ ନୁହେଁ କାହାର

ସୁଖ ଦୁଃଖରେ କେହି

ନୁହେଁ ସାଥୀ

ସଂସାରର ସାର ବିଷ ଭର୍ତ୍ତି

ନକାରlତ୍ମକ ଚିନ୍ତାଧାରା ସଂସାର

ମାଗେ ବହୁତ

ସକାରାତ୍ମକ ଚିନ୍ତାଧାରା

ଅକାଳ ଦୁର୍ଭିକ୍ଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy