STORYMIRROR

Binaya Bhusan Panigrahi

Romance

2  

Binaya Bhusan Panigrahi

Romance

ସନ୍ଦେହ

ସନ୍ଦେହ

1 min
4.7K



ଏଇ;

ଆଉ ଟିକେ ପାଖକୁ ଆସ ତ

ମୋ ଆଖିରେ ଆଖିକୁ ମିଶାଇ ଦେଖ

ଆଉ କୁହ, କିଏ ସେଠି ଛୁଉଁଛି କାହାକୁ।

ଆକାଶକୁ ମାଟି,ନା ଆକାଶ ମାଟିକୁ ?


ତମେ କହିବତ ମାନିନେବି,

କେହି ସେଠି ଛୁଉଁନି କାହାକୁ

ଉଭୟଙ୍କୁ ଛୁଉଁଛି ମୋ ଆଖି,

ଅକାରଣେ ସନ୍ଦେହ କରୁଛି ମୁଁ

ମାଟିକୁ , ଆକାଶକୁ,

ମାଟି ଓ ଆକାଶର ପବିତ୍ର ପ୍ରେମକୁ ।।


ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ଏସ୍-୫/୩୪୨,ନିଳାଦ୍ରି ବିହାର

ଭୂବନେଶ୍ୱର-୭୫୧୦୨୧,ଓଡିଶା

ମୋ:୯୪୩୮୬୭୦୧୨୦

୯୯୩୭୫୪୮୪୩୧


Rate this content
Log in

Similar oriya poem from Romance