STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ସମୟ

ସମୟ

1 min
51

ଭାବିଥିଲି ମୁଁ

ସମୟର ତାଳେ ତାଳେ

ଚାଲିବି ସମୟର ଚିର ସହଚର

ହୋଇ

କିନ୍ତୁ ଭାରି ଇଏ ସିଏ

ଅତିକ୍ରମି ଯାଏ ମତେ

ଭାରି ଦୁଷ୍ଟ ସିଏ

ତା ଦୁଷ୍ଟାମୀ ମତେ

ଭଲ ଲାଗେ 


Rate this content
Log in

Similar oriya poem from Inspirational