STORYMIRROR

Dipti lekha Mishra

Romance Tragedy Inspirational

4  

Dipti lekha Mishra

Romance Tragedy Inspirational

ସ୍ମତି ଦିଏ ସଫଳତା

ସ୍ମତି ଦିଏ ସଫଳତା

1 min
250

ତୁମେ ମୋତେ ମନେ ରଖିଛ କି ନ ରଖିଛ

ସେ କଥା ଏ ଯାଏଁ ଜାଣିନାହିଁ

କିନ୍ତୁ ତୁମ ସହ ମୋ ମିଳନ ସ୍ମୃତି

ଇଛ୍ଥା ହେଲେ ବି ଭୂଲିବାକୁ

ଭୂଲିପାରୁନଥିଲି କେବେ ଦିନେ

ଯାହା ଆଜି ମୋତେ ସଫଳତା

ଅସରନ୍ତି ଦେଈଚାଲିଛି॥


ଶତ ଶତ ଧନ୍ୟବାଦହେ ପ୍ରିୟ ତୁମକୁ

ଆଉ ମୋ ମନ ସାଇତି ରଖିଥିବା

ମିଳନ ବିରହର ଗୋଟି ଗୋଟି ସ୍ମୃତିକୁ

ଯାହା ଲାଗି ମୁଁ ପ୍ରତି କ୍ଷେତ୍ରରେ

ସଫଳତାର ଭଣ୍ତାର ଖୋଲିପାରିଛି।


ତୁମେ ମୋତେ ଆଜିଯାଏଁ ମିଳିନାହଁ

ତଥାପି ମନରେ ବସା କରି ରଖିଥିଲି

ସେ ବିରହ କୁ ସହିପାରୁନଥିଲି

ହେଲେ ଏବେ ଅଭ୍ୟାସ ହୋଈଗଲାଣି

ସବୁ ପ୍ରଶଂସାର ଶ୍ରେୟ ସେ ବିରହ ପାଇଁ

ପୁଣି ଥରେ ତୁମ ଦ୍ବାରା ଜଣାଇଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance