STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ସ୍ମୃତି,,,,,,

ସ୍ମୃତି,,,,,,

1 min
198


ସ୍ମୃତି ଆସି ଥାଇ

ବାର ବାର ହୋଇ

ମନ ଅଗଣାକୁ ପୁଣି,

ସମୟ ଫେରେନା

ସ୍ମୃତି ସହିତରେ

ସ୍ମୃତି ମନ ଦିଏ ହାଣି।

ସ୍ମୃତିକୁ ଯେ ନେଇ

ବଞ୍ଚିବାକୁ ହେବ

ଖୁସି ଅବା ଦୁଃଖ ପାଇ,

ସ୍ମୃତି ଟିଏ କିନ୍ତୁ

ବଞ୍ଚିବା ପର୍ଯ୍ୟନ୍ତ

ମନରେ ସତେଜ ଥାଇ।

ସ୍ମୃତି ଯେ ହସାଏ

ଅବା ସେ କନ୍ଦାଏ

ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ,

କାହା ପାଇଁ ସ୍ମୃତି

ଉତପ୍ତ ସୁରୂଜ

କା ପାଇଁ ପୁନେଇ ଜହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy