Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସ୍ମୃତି ଫରୁଆ

ସ୍ମୃତି ଫରୁଆ

1 min
194



କୁସଂସ୍କାର ଦେଖି ତୁମେ ମନେପଡ ଗାନ୍ଧୀ

ଗୋଲାପ ଫୁଲକୁ ଦେଖିଲେ ମନେପଡ ନେତାଜୀ

ସାହାସ ଜୁଟାଇବାକୁ ମନେପଡ଼ ଶାସ୍ତ୍ରିଜୀ

ଲୁଣ କମିଗଲେ ତରକାରୀ ସ୍ୱାଦିଷ୍ଟ ନଲାଗିଲେ

ଆଲଣା ଜାଉ ଖାଉଥିଲ କେମିତି ଲକ୍ଷ୍ମଣଜୀ

ଯୁଦ୍ଧ ଓ ବନ୍ଧୁକ ଦେଖି ମନେପଡ ବାଜିରାଉତଜୀ

କୋଣାର୍କ ଦେଖିଲେ ମନେପଡ ଧରମାଜୀ

ମାଙ୍କଡ ଦେଖିଲେ ତିନିମାଙ୍କଡଙ୍କ କଥା ମନେପଡେ

ଶିଖାଇଥିଲେ ସତ୍ୟ ଦେଖିବ କହିବ ଶୁଣିବ ଗାନ୍ଧିଜୀ

ସାଧନା ପାଇଁ ମନେପଡନ୍ତି କେତେ କଳାକାର ଲତାଦୀ

ଯୋଗ କସରତ ଧାବିକା ସେବିକା ମହାନ ଜୀ

ନଜର ଅନ୍ଦାଜ କରି ଅଳସୁଆ ହେଲେ ମନେପଡେ

ଝିଣ୍ଟିକା ପିମ୍ପୁଡ଼ି କାହାଣୀ କହିଥିଲେ ଗୁରୁଜୀ

ମନେପକେଇବାକୁ ପାଳୁ ଆମେ ବିଶେଷ ଦିବସ

ମନେପଡନ୍ତି ପିତା ମାତା ଗୁରୁ କହନ୍ତି ଯାହା କରିଯିବାକୁ

ବଡ ହୋଇ ଭଲ ମଣିଷ ହେବାକୁ ପଞ୍ଚସଖା ଅବଦାନକୁ ।


Rate this content
Log in

Similar oriya poem from Action