STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସମର୍ପିତ

ସମର୍ପିତ

1 min
183

ନିଜ ଆଖି ଧୋକା ଦେଲା ଲୁହ ରେ ବତୁରି,ନିଜ ହୃଦୟ ବି ଧୋକା ଦେଲା କୋହରେ ଉତୁରି.ସୂର୍ଯ୍ୟ ସେତ ଉତ୍ତରାୟଣ ଗତିରେ ସକଳ ଉଜ୍ଜ୍ୱଳ ଆବୋରି,କିଏ କହେ ସକଳ ଶକ୍ତିର ଆଧାର ସିଏତ ସବୁରି. ମରଣ ତୁ ଅସନ୍ତୁନି ଥରେ ବାରେ ପାଇଯାନ୍ତି ନିର୍ବାଣ କସ୍ତୁରୀ, ଦକ୍ଷିଣାୟନ ଗତିରେ ପା ଥରକୁ ଥର ଆସିବାକୁ ହେବ ମତେ ମର୍ତ୍ୟ ଅବତରି. ଆଉ ଇଚ୍ଛା ନାହିଁ ଅନିଚ୍ଛା ବୁଝ ସାଇଁ ସବୁତ କରି କରାଉଛ ହରି, ତଥାପି ମୁଁ ଭାବୁଛି ଛଡାଇ କୃପା ବାରିଧି ଯିବିନି କେବେ ହାରି. ଏତିକି ଗୁହାରୀ ମୋର ରଖିବେନି ଯଦି ପ୍ରଭୁ ପତିତପାବନ ନାମ ସାର୍ଥକ କି କରି, ମଣିଷ କୁ ଶ୍ରେଷ୍ଠ ସୃଷ୍ଟି କରି ଏ ଅସମୟରେ ଛାଡି ଦିଅନା ମତେ ଆଧା ବାଟେ, ହେବି ମୁଁ କାହାରି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract