STORYMIRROR

DEEPIKA DASH

Romance

2  

DEEPIKA DASH

Romance

ସମ୍ପର୍କ

ସମ୍ପର୍କ

1 min
2.9K

କେବେ ନଦୀର ନିରବଚ୍ଛିନ୍ନ ଧାରାଠାରୁ

       ଅଧିକ ତୀବ୍ରତର

ତ କେତେବେଳେ ସୂର୍ଯ୍ୟ କିରଣର

       ଉଷ୍ଣତା ଠାରୁ ଅଧିକ ଉଷ୍ଣତର

ଚାରୋଟି ଆଖିର କରୁଣ ଚାହାଣୀ

       ଦୁଇଟି ହୃଦୟର ଅକୁହା କଥାରୁ ଗଡ଼ିହୁଏ ସମ୍ପର୍କ ।

ସମ୍ପର୍କ ହୁଏ ପତନ

      ଯହିଁ ଭରିରହିଥାଏ

ମିଥ୍ୟା, ପ୍ରତାରଣା ଆଉ

       କାମନାର ମନ

କଳିକା ସମୟରେ ଅନୁସନ୍ଧାନ କରିଚାଲେ

       ବିଶ୍ୱାସ ରୂପକ ନୀର କୁ

ଯେଉଁ ନୀର ତାକୁ ପରିପୁଷ୍ପିଟ କରାଏ

       ଏକ ସୁଗନ୍ଧଯୁକ୍ତ ପୁଷ୍ପକୁ।     

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance