STORYMIRROR

DEEPIKA DASH

Fantasy

2  

DEEPIKA DASH

Fantasy

ତୁମେ

ତୁମେ

1 min
3.3K

..ତୁମେ..

ଜୀବନର ଦୋ ଛକିରେ

     ନିଜ ଲୋକ ସବୁ ହାତ ଛାଡିଲା ପରେ

     ଚିହ୍ନାମୂଁହ ସବୁ ଅଚିହ୍ନା ପାଲଟିଲା ପରେ

ଜୀବନର ପରିଧିକୁ ପ୍ରବେଶ କରିଲ ତୁମେ 

ଯନ୍ତ୍ରଣାରେ ଜର୍ଜରିତ ହୃଦୟକୁ,

     ପୁଣିଥରେ ଆଶାର ଆଲୋକ ଦେଖାଇ

   ପ୍ରେମର ବନ୍ଧନରେ ବାନ୍ଧିନେଲ ତୁମେ

ଖୁସିର ସ୍ୱରୁଜ ଅସ୍ତ ହେଲା ପରେ

     ରଶ୍ମିହୋଇ ଜୀବନରେ ଉଦୟ ହେଲ ତୁମେ

କେଉଁ ଦୁନିଆରୁ ଆସିଲ,

         କେମିତି ଆସିଲ

କିଛି ବୁଝିବା ଆଗରୁ

        ହୃଦୟକୁ ସମ୍ପୂର୍ଣ ଜିଣି ସାରିଥିଲ ତୁମେ 


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy