STORYMIRROR

kamal kumar dash

Abstract

2  

kamal kumar dash

Abstract

ସମ୍ପର୍କ ଟା

ସମ୍ପର୍କ ଟା

1 min
129

ସମ୍ପର୍କ ଟା 


 ସମ୍ପର୍କ ଟା ଅଙ୍କା ବଙ୍କା ନଈ 

ବୋହୁଥାଏ ମୋ ମନରୁ 

ତୋ ମନ କୁ 

ଦୁଇ କୂଳ ଖାଇ


ସମ୍ପର୍କ ଟା ଅନୁଭୂତି 

ମନ ତଳ ପୋଡା ସ୍ମୃତି 

ବୋହିଯାଏ ନଈ ହୋଇ 

କେବେ ହସ କାନ୍ଦ ହୋଇ 

ଦେଖିଲେ ତୁମରି ଛାଇ


ସମ୍ପର୍କ ଟା ପ୍ରେମିକା ଫୁଲେଇ 

ଫୁଲେ ଫୁଲେ ଝୁଲୁଥାଏ 

ହସି ରୁଷି ରାଗିଯାଏ 

ଭଲ ଲାଗେ ରାଗ ତାର 

ମାନିଯାଏ କହି ସରି 

ସମ୍ପର୍କ ଟା ଅଙ୍କi ବଙ୍କା ନଈ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract