ସମାପ
ସମାପ
ଧଳାରଂଗ ପୋଷାକ ପିନ୍ଧି
ମୁଁ ବାଣ୍ଟି ଚାଲେ ପ୍ରେମ
କିଛି ହସର କିଛି ହାସର ଦରଦ ନେଇ
ମୁଁ ଈଶ୍ବର ନୁହେଁ
ଅଣଈଶ୍ବର ଭାବେ ।
ରାଧା,ମୀରା ସ୍ବପ୍ନ ଦେଖିଥିଲେ
ମୁଁ ଈଶ୍ବର ବୋଲି , ସେ ଆଉ ନାହିଁ
କେବଳ ମୁଁ ପଣତ କାନିରେ ମୁଣ୍ଡ ଗୁଞ୍ଜି
ଭାଗ୍ୟ ନିଂଣୟ କରେ
ମୋର ।
ଅଂହକାର କିଛି ଦୂର ଥିଲା
କୁରୁକ୍ଷେତ୍ର ରୁ କୌରବ ଯାଏଁ
ମୁଁ ଜୟ କଲି କି ପରା ଜୟ ହେଲି
ଏଇ ରଣ ଭୂଇଁ ରେ
ସମାପ ଦେଇ ।
