STORYMIRROR

Titi Sarangi

Inspirational Others

2  

Titi Sarangi

Inspirational Others

ସକାଳ

ସକାଳ

1 min
125

ସକାଳର ଛୁଆଁ ଅତି ମନଲୋଭା

ସତେ କି କେହି ପରମ ବନ୍ଧୁ ଆସିଛନ୍ତି ଦୂର ଦେଶୁ

ଦେବାପାଇଁ ଜୀବନକୁ ନୂଆ କିଛି ଦିଶା

ମନ ହଜେ ସ୍ବପ୍ନ ରାଜ୍ୟେ 

ଯେଉଁ ସ୍ବପ୍ନ ଶୋଇ ଦିଏ ନାହିଁ ସେ ଦିଗରେ

ଅଛି କେଉଁ ଜୀଇଁ ବାର ନିଶା ।

ମହାକାଳ ସରଞ୍ଚନା ସତେ କେଡ଼େ

ସିଦ୍ଧିପ୍ରଦ ପ୍ରତି କ୍ଷଣେ ନୂଆ ନୂଆ ପୁଲକ

ଆମେ ଜୀବନକୁ

ଜଡ ପାଞ୍ଚ ପ୍ରକାର ଏ ଶରୀର ଭିତରେ

କିଏ କରେ ମତୁଆଲା

ନିରତେ ଏ ଆତ୍ମାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational